Delhi building collapse:୫ରେ ପହଁଞ୍ଚିଲା ମୃତ୍ୟୁ ସଂଖ୍ୟା

Delhi building collapse: ଉତ୍ତରୀ ଦିଲ୍ଲୀର ବୁରାରି ଅଞ୍ଚଳରେ ୪ ମହଲା ବିଲ୍ଡିଂ ଭୁଶୁଡ଼ିବା ଘଟଣା। ଏହି ଘଟଣାରେ ଦୁଇ ଜଣ ନାବାଳିକାଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି, ୧୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସୂଚନା ଆଧାରରେ , ଆସ୍କର ପବ୍ଲିକ୍‌ ସ୍କୁଲ ନିକଟରେ ନବ ନିର୍ମିତ ଏହି କୋଠା ସୋମବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷରେ ଚାପି ହୋଇ ଥିବା ଲୋକଙ୍କୁ ବାହାର କରିବାର ଏକ ଭିଡ଼ିଓ ମଧ୍ୟ ସାମନାକୁ ଆସିଛି, ଯାହା କି ଖୁବ୍‌ ଆଶ୍ଚର୍ଯ୍ୟକର ।

Delhi building collapse

ବିଲ୍ଡିଂ ଭାଙ୍ଗି ପଡ଼ିବା ପରେ ଘଣ୍ଟା ଘଣ୍ଟା ଧରି ରେସ୍କ୍ୟୁ ଅପରେସନ ଚାଲିଛି। ପୁଲିସ, ଦମକଳ ବିଭାଗ ଓ ଏନଡିଆରଏଫ୍‌ର ଟିମ୍‌ ଭଗ୍ନାବଶେଷରୁ ଲୋକଙ୍କ ବାହାର କରି ହସ୍ପିଟାଲରେ ପହଞ୍ଚାଉଛନ୍ତି। ଭଗ୍ନାବଶେଷରେ ଚାପି ହୋଇ ସାଧନା (୧୭) ଓ ରାଧିକା (୭) ନାମକ ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଯାଇ ଥିବା ବେଳେ ମଙ୍ଗଳବାର ଜଣେ ପୁରୁଷର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଡର୍ଜେନରୁ ଅଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+