Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀର ଏହି ସ୍ଥାନରେ ବୋମା ବିସ୍ଫୋରଣର ମିଳିଲା ଧମକ

Delhi Bomb Threat: ଦିଲ୍ଲୀର ସମ୍ବେଦନଶୀଳ ଉତ୍ତର ବ୍ଲକରେ ବୋମା ବିସ୍ଫୋରଣ ଧମକ । ଖବର ମିଳିବା ପରେ ତୁରନ୍ତ ୨ଟି ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି। ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, PCR'ରୁ ପ୍ରାୟ ୩.୩୦ରୁ ଫୋନ୍ କଲ ଆସିବା ପରେ ଖଟଣାସ୍ଥଳକୁ ୨ଟି ଟିମକୁ ପଠାଯାଇଥିଲା । ସର୍ଚ୍ଚ ଅପରେସନରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ମିଳିନାହିଁ ।
ଉତ୍ତର ବ୍ଲକରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି ।

Delhi Bomb Threat

ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ବୋମା ବିସ୍ଫୋରଣର ଧମକ ମିଳିଥିଲା । ହେଲେ ଯାଞ୍ଚ ପରେ କେଉଁ କିଛି ସନ୍ଦେହଜନକ ସାମଗ୍ରୀ ମିଳିନଥିଲା । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚଳିତ ବର୍ଷ ମେ'୧ ତାରିଖରେ ଦିଲ୍ଲୀ-ଏନସିଆରର 150 ରୁ ଅଧିକ ବିଦ୍ୟାଳୟକୁ ମେଲ୍ କରି ବୋମା ବିସ୍ଫୋରଣର ଧମକ ମିଳିଥିଲା । ଯେଉଁଥି ପାଇଁ ବିଦ୍ୟାଳୟ ବନ୍ଦ ମଧ୍ୟ କରିବା ପାଇଁ ପଡିଥିଲା । ଏପରି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+