ଏହି ସମୟରେ ରାଜଧାନୀ ହେବ ସମ୍ପୂର୍ଣ୍ଣ ଅନ୍ଧାର

ଆଜି ଅନ୍ଧାର ହୋଇଯିବ ପୁରା ରାଜଧାନୀ। ଜଳିବନି ଲାଇଟ୍। ଆଜି ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ। ରାତି ୮ଟାରୁ ୮ ଟା ୧୫ ପର୍ଯ୍ୟନ୍ତ ରହିବ ବ୍ଲାକ ଆଉଟ୍। ପାଖାପାଖି ୧୫ ମିନିଟ୍ ଧରି ଅନ୍ଧାର ରହିବ ନୂଆଦିଲ୍ଲୀ। ଯୁଦ୍ଧ ପ୍ରସ୍ତୁତି ପାଇଁ ହେବ ମକଡ୍ରିଲ୍। କ୍ୟାପିଟାଲ ସିଟିରେ ହେବ ସିଭିଲ ଡିଫେନ୍ସ ମକଡ୍ରିଲ୍। ନ୍ୟୁ ଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ଅଞ୍ଚଳ ହେବ ବ୍ଲାକ୍ ଆଉଟ୍। ୧୫ ମିନିଟ୍ ପାଇଁ ଅନ୍ଧାର ହୋଇଯିବ ନୂଆଦିଲ୍ଲୀ।

Delhi Blackout

ମକଡ୍ରିଲ୍ ପାଇଁ ୧୫ ମିନିଟ୍ ଧରି ଅନ୍ଧାର ହୋଇଯିବ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉଁସିଲ୍। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ହେବ ମକଡ୍ରିଲ୍। ଆଜି ଅପରାହ୍ନ ୪ଟା ବେଳେ ଓଡିଶାର ଭୁବନେଶ୍ୱର ସମେତ ଦେଶର ୨୪୪ଟି ସ୍ଥାନରେ ହୋଇଥିଲା ମକଡ୍ରିଲ। ଏବେ ରାତିରେ ହେବ ଦିଲ୍ଲୀରେ ମକଡ୍ରିଲ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+