Delhi Assembly: ଦିଲ୍ଲୀ ବିଧାନସଭା ବାଚସ୍ପତି ହୋଇପାରନ୍ତି ବିଜେନ୍ଦ୍ର ଗୁପ୍ତା !
ଦିଲ୍ଲୀ ବିଧାନସଭା ବାଚସ୍ପତି ହୋଇପାରନ୍ତି ବିଜେନ୍ଦ୍ର ଗୁପ୍ତା। ବାଚସ୍ପତି ପଦ ପାଇଁ ବିଜେନ୍ଦ୍ରଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ରୋହିଣୀ ଆସନର ବିଧାୟକ ବିଜେନ୍ଦ୍ର ଗୁପ୍ତା ହୋଇପାରନ୍ତି ବାଚସ୍ପତି । ମୋହନ ସିଂହ ବିଷ୍ଟ ଉପବାଚସ୍ପତି ହେବା ନେଇ ଚାଲିଛି ଚର୍ଚ୍ଚା ।

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ବିଜେପି ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଆଜି (ଗୁରୁବାର) ଅପରାହ୍ନ ୧୨ଟା ୩୦ ମିନିଟରେ ଶପଥ ଗ୍ରହଣ ଉତ୍ସବ । ଦିଲ୍ଲୀ ରାମଲୀଳା ମୈଦାନରେ ଅନୁଷ୍ଠିତ ହେବ ଶପଥ ସମାରୋହ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଶପଥ ନେବେ ୬ କ୍ୟାବିନେଟ ମନ୍ତ୍ରୀ ।












Click it and Unblock the Notifications