ଫେବ୍ରୁଆରୀ ୫ ଦିଲ୍ଲୀ ବିଧାନସଭା ନିର୍ବାଚନ

Delhi Assembly Elections: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ EC । ଫେବ୍ରୁଆରୀ ୫ ତାରିଖରେ ହେବ ଦିଲ୍ଲୀ ନିର୍ବାଚନ ।

Delhi Assembly Elections

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ EC । ଫେବ୍ରୁଆରୀ ୫ ତାରିଖରେ ହେବ ଦିଲ୍ଲୀ ନିର୍ବାଚନ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ ଏବଂ ଫେବ୍ରୁଆରୀ ୮ ତାରିଖରେ ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାର, ଏଥର ୧.୫୫ କୋଟି ଭୋଟର ଦିଲ୍ଲୀରେ ଭୋଟ୍ ଦେବେ । ଯାହା ମଧ୍ୟରୁ ୨.୦୮ ଲକ୍ଷ ହେଉଛନ୍ତି ପ୍ରଥମ ଭୋଟର । ସେହିପରି ପୁରୁଷ ଭୋଟରଙ୍କ ସଂଖ୍ୟା ୮୩ ଲକ୍ଷ ୪୯ ହଜାର ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧ ଲକ୍ଷ ୭୩ ହଜାର ରହିଛି ।

ଏଥର ତିନି ଦଳ ବିଜେପି, ଆପ୍ ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବାର ଦେଖିବା ପାଇଁ ମିଳିବ । ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ହିଁ ଆପ୍ ଏବଂ ବିଜେପି ନିଜ ପାର୍ଥୀ ଘୋଷଣା କରିଛନ୍ତି । ସୂଚନାଥାଉ ଯେ, ଗତ ଦୁଇଟି ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୭୦ରୁ ୬୦ଟି ଆସନ ଆପ୍ ଜିତିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+