Delhi Assembly Election 2025: ୨୭ ବର୍ଷ ପରେ ଇତିହାସ ରଚିବ ବିଜେପି
Delhi Assembly Election 2025: ଶିବସେନା ନେତା ଶାଇନା ଏନ୍.ଏନ୍ କହିଛନ୍ତି, '୨୭ ବର୍ଷ ପରେ ଇତିହାସ ରଚିବାକୁ ଯାଉଛି ବିଜେପି । ଆମ ଆଦମୀ ପାର୍ଟି କେବଳ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ କିଛି କରିନଥିଲା। ଏହି କାରଣରୁ ଆତିଶୀ ହାରୁଛନ୍ତି, ରମେଶ ବିଧୁରୀ ହାରୁଛନ୍ତି, ନୂଆଦିଲ୍ଲୀରେ ପରବେଶ ବର୍ମା ହାରୁଛନ୍ତି, ଅରବିନ୍ଦ କେଜରିୱାଲ ହାରୁଛନ୍ତି, ମନୀଷ ସିସୋଦିଆ ହାରୁଛନ୍ତି... ଲୋକମାନେ ନିଷ୍ପତ୍ତି ନେଇଛନ୍ତି, ଏଥର ପରିବର୍ତ୍ତନ ହେବ । ଦିଲ୍ଲୀବାସୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିକାଶ ଚାହାଁନ୍ତି' ।
#WATCH मुंबई: शिवसेना नेता शाइना एन.सी. ने कहा, "27 साल बाद इतिहास बनने जा रहा है। आम आदमी पार्टी ने सिर्फ वादे किए लेकिन कुछ नहीं किया। यही कारण है कि आतिशी हार रही हैं, रमेश बिधूड़ी जीत रहे हैं, नई दिल्ली में परवेश वर्मा जीत रहे हैं, अरविंद केजरीवाल हार रहे हैं, मनीष सिसोदिया… pic.twitter.com/CsHUDUjTMa
— ANI_HindiNews (@AHindinews) February 8, 2025
ଆପ୍ କୌଣସି ବିକାଶ ମୂଳକ କାର୍ଯ୍ୟ କରି ନାହିଁ
କାଲକାଜି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ କହିଛନ୍ତି, ଆମ ଆଦମୀ ପାଟି ପଛରେ ପଡିବାର କାରଣ ହେଉଛି ସେମାନେ ୧୦ ବର୍ଷର ଶାସନ ବିରୋଧୀ ମନୋଭାବ। ସେମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମିଛ କହି ଆସୁଥିଲେ । କୌଣସି ବିକାଶ ମୂଳକ କାର୍ଯ୍ୟ କରି ନାହାଁନ୍ତି । ଦିଲ୍ଲୀର ଲୋକମାନେ ସେମାନଙ୍କୁ ଦୁଇଟି ସୁଯୋଗ ଦେଇଥିଲେ କିନ୍ତୁ ଆପ କୌଣସି କାର୍ଯ୍ୟ କରି ନାହିଁ । ଲୋକମାନେ ସେମାନଙ୍କର ମିଛକୁ କେତେ ଦିନ ଆଉ ବରଦାସ କରିଥାନ୍ତେ ।













Click it and Unblock the Notifications