ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦିନକୁ ୧୪୫ ମିନିଟ ବନ୍ଦ ରହିବ ଦିଲ୍ଲୀ ବିମାନ ବନ୍ଦରର ରନ୍‌ୱେ, ଜାଣନ୍ତୁ କାରଣ...

ନୂଆଦିଲ୍ଲୀ: ଆସନ୍ତା ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ସମସ୍ତ ରନୱେକୁ ଦୈନିକ ୧୪୫ (୨ଘଣ୍ଟା ୨୫ ମିନିଟ) ମିନିଟ ପାଇଁ ବନ୍ଦ ରଖାଯିବ ବୋଲି ଜଣାପଡିଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି କଟକଣା ସକାଳ ୧୦ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଭଳି କଟକଣା ଲାଗୁ ହେବାଫଳରେ ୧୩୩୬ଟି ବିମାନର ଚଳାଚଳ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଜଣାପଡିଛି।

Delhi Airpor

ଏଭଳି କଟକଣା ସମ୍ପର୍କରେ ନୋଟାମ୍‌ (ଏ ନୋଟିସ ଟୁ ଏୟାରମେନ୍‌) ପକ୍ଷରୁ ବିଭିନ୍ନ ଏୟାରଲାଇନ୍ସ ଓ ବିମାନଯାତ୍ରୀଙ୍କୁ ଅବଗତ କରାଯାଇଛି। ଗତ ୧୯ରୁ ଏହି କଟକଣା କାର୍ଯ୍ୟକାରୀ ହୋଇସାରିଛି। ଜାନୁଆରୀ ୧୯ରେ ୧୭୦ ଏବଂ ୨୦ରେ ୧୬୯ ବିମାନର ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ୨୧ରେ ୧୬୦ଟି ବିମାନର ଉଡାଣ ଓ ଅବତରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଅନ୍ୟ ୫ ଦିନରେ ଦୈନିକ ୧୬୩ରୁ ୧୭୧ ବିମାନ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+