ଘନ କୁହୁଡ଼ି ପାଇଁ ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଆଡଭାଇଜରି ଜାରି

ଆଜି ସକାଳୁ ଦିଲ୍ଲୀ NCRରେ ଘନ କୁହୁଡ଼ି ଲାଗି ରହିଛି । ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି ସଠିକ୍ ହୋଇପାରୁନାହିଁ । ଯାହାଫଳରେ ଯାନବାହାନ ଧୀରେ ଧୀରେ ଚଳାଚଳ କରୁଛି । କିନ୍ତୁ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ତେଣୁ ଦିଲ୍ଲୀ ବିମାନବନ୍ଦର ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି ।

Delhi Airport

ସୂଚନାନୁଯାୟୀ, ଗତକାଲି ଘନ କୁହୁଡ଼ି ପାଇଁ ଇନ୍ଦିରା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରୁ ଅତି କମରେ ୧୭୭ଟି ବିମାନ ବାତିଲ ଏବଂ ୫୦୦ରୁ ଅଧିକ ବିଳମ୍ବ ହୋଇଥିଲା । ଏହାରି ମଧ୍ୟରେ ଏୟାରଲାଇନ୍ସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ବିମାନ ଅପଡେଟ୍ ପାଇଁ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।

ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଏହା ଭାରତ ପାଣିପାଗ ବିଭାଗ (IMD) ସହିତ ନିବିଡ଼ ଭାବରେ କାର୍ଯ୍ୟ କରୁଛି। ପ୍ରକୃତ ସମୟର ପାଣିପାଗ ପୂର୍ବାନୁମାନ ଆଧାରରେ ବିମାନ ପରିଚାଳନା ନିଷ୍ପତ୍ତି ନିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+