ଦିଲ୍ଲୀ ଏୟାରପୋର୍ଟ ଉଡାଇଦେବାକୁ ଆସିଲା ଧମକ

IGI Airport: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପରମାଣୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ । ସୋମବାର ଦିନ ଦିଲ୍ଲୀ ପୋଲିସ ଏହି ସୂଚନା ଜାରି କରାଯାଇଛି । ପୋଲିସ କହିବା ଅନୁସାରେ, ଧମକ ଦେଇଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।

ଏପ୍ରିଲ ୫ରେ ଦିଲ୍ଲୀ ଏୟାରପୋର୍ଟ ଭିତରକୁ ପ୍ରବେଶ କରିବା ପୂର୍ବରୁ ଦୁଇ ଯାତ୍ରୀଙ୍କୁ ଯାଞ୍ଚ୍ କରାଯାଇଥିଲା ଏହି ସମୟରେ ଯାତ୍ରୀ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ପରମାଣୁ ବୋମା ପକାଇ ଉଡାଇ ଦେବାର ଧମକ ଦେଇଥିଲେ।

IGI Airport

ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ବିମାନବନ୍ଦରରେ ବୋମା ପକାଇବାକୁ ଉଡାଇଦେବାକୁ ଧମକ ଦେଇ ଉଭୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ବିମାନବନ୍ଦର ପୋଲିସ ଷ୍ଟେସନରେ ଧାରା 182/505 (1) ବି ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ବୋମା ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ହାଇ ଆଲର୍ଟ ଜାରି କରାଯାଇଛି । IGI ବିମାନବନ୍ଦର ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଅନ୍ୟତମ ଏବଂ ଏହା ବିଶ୍ୱର ଅନେକ ପ୍ରମୁଖ ସହରକୁ ରାଜଧାନୀ ସହିତ ସଂଯୋଗ କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+