Get Updates
Get notified of breaking news, exclusive insights, and must-see stories!

୨୦୨୪-୨୫ ଆର୍ଥିକ ବର୍ଷରେ ୧ଲକ୍ଷ ୫୫ହଜାର କୋଟି ଟଙ୍କାକୁ ବୃଦ୍ଧି ହେଲା ବାର୍ଷିକ ପ୍ରତିରକ୍ଷା ଉତ୍ପାଦନ ପରିମାଣ

୨୦୨୪-୨୫ ଆର୍ଥିକ ବର୍ଷରେ ବାର୍ଷିକ ପ୍ରତିରକ୍ଷା ଉତ୍ପାଦନ ପରିମାଣ ୧ଲକ୍ଷ ୫୧ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ସଫଳତା ପୂର୍ବବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ଥିବା ଜଣାଯାଇଛି ।

rajanth

ପୂର୍ବ ଆର୍ଥିକ ବର୍ଷରେ ପ୍ରତିରକ୍ଷା ଉତ୍ପାଦନ ପରିମାଣ ୧ଲକ୍ଷ ୨୭ହଜାର କୋଟି ଟଙ୍କା ଥିଲା । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦେଶର ଏହି ସଫଳତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏହା ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ଦିଗରେ ସ୍ପଷ୍ଟ ସୂଚନା ପ୍ରଦାନ କରୁଛି । ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ସିଂହ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗ ଏବଂ ଅଂଶୀଦାରମାନଙ୍କୁ ପ୍ରଶଂସା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+