'ତିନିବାହିନୀର ସମ୍ମିଳିତ ପ୍ରୟାସରେ ଭାରତୀୟ ସେନାକୁ ମିଳିଛି ଅପୂର୍ବ ସଫଳତା'

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏକବିଂଶ ଶତାବ୍ଦୀରେ ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟରେ ପାରସ୍ପରିକ କାର୍ଯ୍ୟକାରୀତା ଏବଂ ମିଳିତ କାର୍ଯ୍ୟକ୍ଷମ ଆବଶ୍ୟକତା ପାଲଟି ଯାଇଛି । ଆଜି ନୂଆଦିଲ୍ଲୀରେ ଟ୍ରାଇ ସେବା ସେମିନାରରେ ଉଦ୍‍ବୋଧନ ଦେଇ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ସଂପ୍ରତି ଦେଶ ପାଇଁ ବିପଦ ଅଧିକ ଜଟିଳ ହୋଇଯାଇଛି ।

rajnath singh

ଅପରେସନ ସିନ୍ଦୂର ସମୟରେ ଭାରତ ନିଜର ବାୟୁ ପ୍ରତିରକ୍ଷାର ମିଳିତ କାର୍ଯ୍ୟଦକ୍ଷତାର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା, ଯାହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । ଭାରତୀୟ ବାୟୁସେନାର ସମନ୍ୱିତ ଏଆର କମାଣ୍ଡ ଆଣ୍ଡ୍‍ କଣ୍ଟ୍ରୋଲ ସିଷ୍ଟମ, ଭାରତୀୟ ସେନାର ଆକାଶ ତୀର ଏବଂ ଭାରତୀୟ ନୌସେନାର ତ୍ରିଗୁଣ ସହିତ ନିରବଚ୍ଛିନ୍ନ ଭାବେ ସମନ୍ୱିତ ହୋଇ ଏହି ସଫଳତାର ମୌଳିକ ଆଧାର ସୃଷ୍ଟି କରିଛି, ଯାହାକି କମାଣ୍ଡର ମାନଙ୍କୁ ସଠିକ୍‍ ଏବଂ ସମୟୋଚିତ ନିଷ୍ପତ୍ତି ନେବାକୁ ସକ୍ଷମ କରିଛି ବୋଲି ଶ୍ରୀ ସିଂହ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+