Get Updates
Get notified of breaking news, exclusive insights, and must-see stories!

ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ହତ୍ୟା ଧମକ,ଯୁବକ ଜଣକ ପୋଷ୍ଟରେ ଲେଖିଲେ.....

ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ହତ୍ୟା ଧମକ ଦିଆଯାଇଛି। ଯୁବକ ଜଣକ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରି ତାଙ୍କୁ ଧମକ ଦେଇଥିଲେ, ଏହି ପୋଷ୍ଟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଅଭିଯୁକ୍ତ ଜଣକ କହିଛନ୍ତି ଯେ 'ଯଦି ସେ ମୋ ଘର ବିଷୟରେ କଥା ହୋଇଥାନ୍ତେ, ମୁଁ ତାଙ୍କର ଗଳା କାଟି ଦେଇଥାନ୍ତି।'

ପ୍ରକୃତରେ, ସନ୍ଥ ପ୍ରେମାନନ୍ଦ ମହାରାଜ ସମ୍ପ୍ରତି ମହିଳାଙ୍କ ବିଷୟରେ ଦେଇଥିବା ଏକ ବୟାନ ପାଇଁ ଖବରରେ ଅଛନ୍ତି। ଯେଉଁଥିରେ ସେ ଯୁବକମାନଙ୍କୁ ଏକ ମର୍ଯ୍ୟାଦାବନ୍ତ ଏବଂ ନୈତିକ ଜୀବନଯାପନ କରିବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ, ସେ ସମାଜରେ ବଢ଼ୁଥିବା ପ୍ରେମିକା-ପ୍ରେମିକ ସଂସ୍କୃତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଏବଂ ଏହାକୁ ସମାଜ ପାଇଁ କ୍ଷତିକାରକ ବୋଲି କହିଥିଲେ, ଯାହା ପରେ ତାଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି।

Premanand Maharaj

ପ୍ରେମାନନ୍ଦ ମହାରାଜଙ୍କୁ ହତ୍ୟା ଧମକ ମିଳିବା ଘଟଣାକୁ ନେଇ ହିନ୍ଦୁ ସଂଗଠନ ଏବଂ ସନ୍ଥମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ସଭାପତି ଦିନେଶ ଫାଲାରି ବାବା କହିଛନ୍ତି ଯେ,' ଯଦି କେହି ପ୍ରେମାନନ୍ଦ ବାବାଙ୍କ ଆଡ଼କୁ ଆଖି ଉଠାଇବେ, ତେବେ ଆମେ ଏହାକୁ ସହ୍ୟ କରିବୁ ନାହିଁ। ସେ ଯେକୌଣସି ଅପରାଧୀ ହେଉ ନା କାହିଁକି ସମସ୍ତଙ୍କର ଗୁଳିକୁ ଆମ ଛାତିରେ ନେବାକୁ ସାହାସ ଅଛି ଏଥିପାଇଁ ଆମେ ସର୍ବଦା ପ୍ରସ୍ତୁତ ବି ଅଛୁ। '

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+