ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ ; ସତର୍କ କରାଇଲା ଗୁଇନ୍ଦା ବିଭାଗ

ଦିଲ୍ଲୀରେ ନିର୍ବାଚନ ମାହୋଲ ଭିତରେ ସତର୍କସୂଚନା ଜାରି କରିଛି ଗୁଇନ୍ଦା ବିଭାଗ । ଆପ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ହେବା ନେଇ ସତର୍କ କରିଛି ଗୁଇନ୍ଦା ବିଭାଗ ।

Arvind Kejriwal

ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରିପାରେ। ଏହି ଗୁଇନ୍ଦା ସୂଚନା ମିଳିବା ପରେ କେଜ୍ରିୱାଲଙ୍କ ସୁରକ୍ଷାକୁ କଡାକଡି କରାଯାଇଛି । ଆକ୍ରମଣ ଆଶଙ୍କା ପରେ ଦିଲ୍ଲୀ ପୋଲିସକୁ ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେଜ୍ରିୱାଲଙ୍କୁ ଏବେ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଛି । ଏହାପୂର୍ବରୁ କେଜ୍ରିୱାଲଙ୍କ ଉପରେ ଅନେକବାର ଆକ୍ରମଣ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+