ଉତ୍ତରାଖଣ୍ଡ: ପୁଣି ମଦ ନେଲା 5ଜଣଙ୍କ ପ୍ରାଣ
ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲା ଶିବଗଡ ଗାଁ ରେ ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ଏ ଦିଗରେ ତଦନ୍ତ ଆରମ୍ଭ କରିଛି ।
ଡେରାଡୁନ: ଦେଶରେ ବଢୁଛି ମଦ ମୃତ୍ୟୁ । ଏଭଳି ମାମଲା ପୁଣି ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲା ଶିବଗଡ ଗାଁ ରେ ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ଏ ଦିଗରେ ତଦନ୍ତ ଆରମ୍ଭ କରିଛି । ନିର୍ବାଚନକୁ ଆଖିରେ ରଖି ମଦ ଲୋକଙ୍କୁ ବଣ୍ଟନ କରିଥିବା କୁହାଯାଉଛି ।

ଦୁଇ ବର୍ଷ ପୂର୍ବେ ବିଷାକ୍ତ ମଦ ପିଇ ହରିଦ୍ବାର ରୁଡକୀରେ 40ରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ଏହି ଘଟଣାରେ ପୋଲିସ ଅନେକ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା । କିନ୍ତୁ ଏବେ ବି ମଦ ମୃତ୍ୟୁ ନେଇ ସଚେତନ ନୁହନ୍ତି ଲୋକେ । ବାରମ୍ବାର ସେଇ ସମାନ ଜିନିଷ ଦେଖିବାକୁ ମିଳୁଛି। ବର୍ତ୍ତମାନର ଘଟଣା ପରେ ବି ତତ୍ପର ହୋଇଛି ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ।
ଡେରାଡୁନରେ ମଧ୍ୟ ଏଭଳି ମଦ ମୃତ୍ୟୁ ଘଟିଥିଲା । ବିଷାକ୍ତ ମଦ ପାନ ଯୋଗୁଁ 6ଜଣ ପ୍ରାଣ ହରାଇଥିଲେ । ଏହା ପରେ ଏହି ଅଞ୍ଚଳ ରେ ଥିବା ମଦ ଦୋକାନ ଆଦି ଉପରେ ଚଢ଼ାଉ ହେବା ସହିତ ବନ୍ଦ କରାଯାଇଥିଲା। ମଦ ପିଇବା ଉପରେ ରୋକ୍ ଲଗା ଯାଇଥିଲା । ଏହା ପରେ ବି ଲୋକେ କିପରି ମଦ ପିଉଛନ୍ତି। ତାହା ଚିନ୍ତାର ବିଷୟ ପାଲଟିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications