୪ଟି ରାଜ୍ୟର ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଜୁନ୍ ୧୯ରେ ଭୋଟ, ୨୩ରେ ଗଣିତ
୪ଟି ରାଜ୍ୟର ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଜୁନ୍ ୧୯ରେ ଭୋଟ, ୨୩ରେ ଗଣିତ । ଗୁଜରାଟ, ପଶ୍ଚିମବଙ୍ଗ, ପଞ୍ଜାବ, କେରଳ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହି ୪ଟି ରାଜ୍ୟରେ ୧୯ ଜୁନରେ ୫ଟି ବିଧାନସଭା ସିଟ୍ ପାଇଁ ନିର୍ବାଚନ ହେବ । ଜୁନ୍ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ୨୩ ଜୁନରେ ଭୋଟ ଗଣିତ ହେବ । ଗୁଜରାଟର ବିସାବଦର, ପଶ୍ଚିମବଙ୍ଗର କଲୀଗଂଜ, ପଞ୍ଜାବର ଲିଧିଆନା ୱେଷ୍ଟ ଓ କେରଳର ନୀଲାମ୍ବର ସିଟରେ ଉପନିର୍ବାଚନ ହେବ ।
ସୂଚନା ମୁତାବକ,୪ଟି ରାଜ୍ୟରେ ୧୯ ଜୁନରେ ୫ଟି ବିଧାନସଭା ସିଟ୍ ପାଇଁ ନିର୍ବାଚନ ହେବ । ଜୁନ୍ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ୨୩ ଜୁନରେ ଭୋଟ ଗଣିତ ହେବ । ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଜୁନ ୨ ରହିଥିବା ବେଳେ ଜୁନ୍ ୫ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି । ଏହିସବୁ ସିଟ୍ ଇସ୍ତଫା କିମ୍ବା ପ୍ରାର୍ଥୀଙ୍କ ବିୟୋଗ ଯୋଗୁଁ ଖାଲିପଡିଛି ।

ଗୁଜରାଟର କାଡି ଏବଂ ବିସାବାଦର ବିଧାନସଭା ଆସନ ରହିଛି । ସେହିପରି କେରଳର ନିଲାମ୍ବୁର ବିଧାନସଭା ଆସନ, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଗୁଜରାଟର କାଦି ବିଧାନସଭା ସିଟରେ ଥିବା ବିଧାୟକ କରସନଭାଇ ପଞ୍ଜାଭାଇ ସୋଲାଙ୍କିଙ୍କ ପରଲୋକ ହୋଇଥିବା ପରେ ଏହି ସିଟ୍ ଖାଲିପଡିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications