Get Updates
Get notified of breaking news, exclusive insights, and must-see stories!

ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଲେ ଦାରା ସିଂ ଚୌହାନ

ନୂଆଦିଲ୍ଲୀ:୨୦୨୪ ନିର୍ବାଚନ ପୂର୍ବରୁ ସମାବାଦୀ ପାର୍ଟିକୁ ବଡ଼ ଝଟକା । ଜୁଲାଇ ୧୫ ତାରିଖ ଦଳର ବରିଷ୍ଠ ନେତା ଦାରା ସିଂ ଚୌହାନ ଇସ୍ତଫା ଦେଇଛନ୍ତି । ଖାସ କଥା ହେଲା ସେ ଗତବର୍ଷ ବିଜେପି ଛାଡି ସମାଦବାଦୀ ପାର୍ଟିରେ ଯୋଗ ଦେଇଥିଲେ ଏବେ ପୁଣି ସେ ବିଜେପିର ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

 samajwadi party

ସୂଚାନାଥାଉ ଯେ, ଦାରା ସିଂ ସମାଜବାଦୀ ପାର୍ଟିରେ ଯୋଗ ଦେବା ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ତଳରେ ଥିଲେ । ବିଜେପି ଛାଡି ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ସେ ବିଜେପି ଛାଡିବା ସମୟରେ ପାର୍ଟିର ଖୁବ ନିନ୍ଦା କରିଥିଲେ ।

ସେ କହିଥିଲେ, ଲୋକଙ୍କୁ ଖାଦ୍ୟ ଓ ଲୋଭ ଦେଖାଇ ବିଜେପି ତାଙ୍କୁ ନିଜ ଗୋଲାମ କରିବା ପାଇଁ ଚେଷ୍ଟା କରୁଛି । ସେ ଆହୁରି କହିଥିଲେ ଯେ, ସବକା ସାଥ୍ ସବତା ବିକାଶ କେବଳ ଏକ ନାରା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+