ବାଂଲାଦେଶରେ ତାଣ୍ଡବ ରଚିଲା ସିତ୍ରାଙ୍ଗ: ଗଲାଣି 33 ଜଣଙ୍କ ପ୍ରାଣ

ବାଂଲାଦେଶରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ ସିତ୍ରାଙ୍ଗ । ଓଡିଶା ଉପକୂଳରେ ଏହାର ପ୍ରଭାବ ଦେଖା ଦେଇନାହିଁ । ଆଜି ଭୋରୁ ବାଂଲାଦେଶର ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା ।

ଢାକା: ବାଂଲାଦେଶରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ ସିତ୍ରାଙ୍ଗ । ଓଡିଶା ଉପକୂଳରେ ଏହାର ପ୍ରଭାବ ଦେଖା ଦେଇନାହିଁ । ଆଜି ଭୋରୁ ବାଂଲାଦେଶର ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା । ଏହି ସମୟରେ ପବନର ବେଗ 100 କିଲୋମିଟର ବେଗରେ ପବନ ବୋହିବା ସହିତ ପ୍ରବଳ ବର୍ଷା ହୋଇଥିଲା ।

sitrang

ବର୍ତ୍ତମାନ ସୁଦ୍ଧା ଏହି ବାତ୍ୟାରେ ପ୍ରାୟ 33 ଜଣଙ୍କର ପ୍ରାଣହାନୀ ହୋଇଛି । ଏଥିସହିତ ଉପକୂଳରେ ଥିବା ଅନେକ ଗଛ ଉପୁଡି ପଡିବା ସହିତ ବିଦ୍ୟୁତ ଖୁଣ୍ଟି ଉପୁଡି ପଡୁଛି। ବର୍ତ୍ତମାନ ସୁଦ୍ଧା ସମସ୍ତ କ୍ଷୟକ୍ଷତି ଆକଳନ କରାଯାଇ ନାହାଁନ୍ତି । ବର୍ତ୍ତମାନ ବାତ୍ୟା ଦୁର୍ବଳ ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ଗଛ ପଡିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଦ୍ୟୁତ ସରବାରାହ ବନ୍ଦ ଯୋଗୁଁ ଅନେକ ଅଞ୍ଚଳ ଅନ୍ଧାରରେ ରହିଛି ।

ରିପୋର୍ଟ ଅନୁଯାୟୀ, ଆସାମ ଜିଲ୍ଲାର କାଲିଆବୋର, ବାମୁନି, ସକମୁଠିଆ ଚା ଇଷ୍ଟେଟ ଏବଂ ବୋରାଲିଗାଓଁ ଅଞ୍ଚଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଏହି ଅଞ୍ଚଳରେ ଏପର୍ଯ୍ୟନ୍ତ ଝଡ଼ ଯୋଗୁଁ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+