Cyclone Tej Updates: ପ୍ରବଳ ବେଗରେ ଗତି କରୁଛି ବାତ୍ୟା ତେଜ୍, ଭାରତର ଏହି ରାଜ୍ୟରେ ପଡିବ ପ୍ରଭାବ

Cyclone Tej Updates: ଉତ୍ତର ଭାରତରେ ବର୍ତ୍ତମାନ ପାଗ ପରିବର୍ତ୍ତନ ହୋଇଛି । ଅନ୍ୟପଟେ ଆରବ ମହାସାଗରେ ଏକ ଭୟଙ୍କର ବାତ୍ୟା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି ଏବଂ ଆଜି ରାତିରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବ । ଏହି ବାତ୍ୟାର ନାମ 'ତେଜ' ରଖାଯାଇଛି । ଏହି ବାତ୍ୟା ଉପରେ ପାଣିପାଗ ବିଭାଗ ନଜର ରଖିଛି।

ସୋମବାର ଦିନ ଅର୍ଥାତ୍ ଆଜି ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟା ୟେମେନ-ଓମାନ ଉପକୂଳ ନିକଟରୁ ଦୃତ ବେଗରେ ଆଗବଢୁଛି । ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ଯେଉଁ ଗତିରେ ଆଗକୁ ବଢୁଛି ସେଥିରୁ ଅନୁମାନ କରାଯାଉଛି ଯେ ଏହା ମଙ୍ଗଳବାର ଦିନ ୟମନ ଏବଂ ଓମାନ ଉପକୂଳରେ ପହଞ୍ଚିବ।

Cyclone Tej

ଜୁମ୍ ଅର୍ଥ ଅନୁଯାୟୀ ଏହି ଘୂର୍ଣ୍ଣିବଳୟର ବେଗ ଘଣ୍ଟା ପ୍ରତି 175 କିଲୋମିଟର ଅଟେ। ଏହି ବାତ୍ୟା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହାର ପ୍ରଭାବ ଭାରତର ଉପକୂଳବର୍ତ୍ତୀ ରାଜ୍ୟରେ ପଡିବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟର ପ୍ରଭାବ ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ପଡିବ । ତେଣୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଏହାର ପ୍ରଭାବତ ପଡିବ ।

ବର୍ତ୍ତମାନ ଏହା ଓଡ଼ିଶାର ପାରାଦୀପ ଠାରୁ ପ୍ରାୟ 400 କିଲୋମିଟର ଦୂରରେ ଏବଂ ପଶ୍ଚିମବଙ୍ଗର ଦିଘା ଠାରୁ 550 କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଏହି କାରଣରୁ ଓମାନ ଏବଂ ବାଂଲାଦେଶ ମଧ୍ୟ ପ୍ରଭାବିତ ହେବେ।

ସେହିପରି ଅକ୍ଟୋବର 25 ପର୍ଯ୍ୟନ୍ତ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଏବଂ ବୁଧବାର ଦିନ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର 25 ପର୍ଯ୍ୟନ୍ତ ସମୁଦ୍ରର ଅସନ୍ତା ରହିବ । ତେଣୁ ଅକ୍ଟୋବର 24-25 ପର୍ଯ୍ୟନ୍ତ ବଙ୍ଗୋପସାଗର, ଓଡିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳରେ ପ୍ରବେଶ ନକରିବାକୁ ଆଇଏମଡି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+