ଚେନ୍ନାଇ ଉପକୂଳରୁ ୫୦ କିଲୋମିଟର ଦୂରରେ ଘୂର୍ଣ୍ଣିଝଡ଼ ଦିଟୱା
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ତାମିଲନାଡ଼ୁ- ପୁଡୁଚେରୀ ଉପକୂଳରେ ରହିଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ୩ କିଲୋମିଟର ବେଗରେ ଉତ୍ତର ଆଡ଼କୁ ଗତି କରୁଛି। ଚେନ୍ନାଇ ଉପକୂଳରୁ ୫୦ କିଲୋମିଟର, ପୁଡୁଚେରୀଠାରୁ ୧୪୦ କିଲୋମିଟର, କୁଡାଲୋରଠାରୁ ୧୬୦ କିଲୋମିଟର ଏବଂ ନେଲୋର ନିକଟରୁ ୧୭୦ କିଲୋମିଟର ଦୂରରେ ଘୂର୍ଣ୍ଣିଝଡ଼ ଦିତ୍ୱା କେନ୍ଦ୍ରୀଭୂତ ରହିଛି।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଦିତ୍ୱାର ପ୍ରଭାବରେ ତିରୁଭଲ୍ଲୁର୍ ଏବଂ ଚେନ୍ନାଇରେ କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।












Click it and Unblock the Notifications