ଏଣିକି ଶାସନ ହେବେ ସାଇବର ଅପରାଧୀ, ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କଲେ କେନ୍ଦ୍ର ସରକାର

ସାଇବର ଅପରାଧୀଙ୍କୁ ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କଲେ କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଭାରତୀୟ ସାଇବର ଅପରାଧ ସମବାୟ କେନ୍ଦ୍ର ଅପରାଧୀଙ୍କ ଗତିବିଧିକୁ ଧରିବା ଓ ରୋକିବା ପାଇଁ ନୂଆ ଇ-ଜିରୋ ଏଫଆଇଆର ପ୍ରଣାଳୀ ଆରମ୍ଭ କରିଛନ୍ତି । ଏହି ସୁବିଧା ଦ୍ବାରା ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ ଏବଂ ହେଲ୍ପ-ଲାଇନ୍ ନମ୍ବର ୧୯୩୦ରେ ରୁଜୁ ହୋଇଥିବା ଅପରାଧ ଗୁଡ଼ିକ ସିଧାସଳଖ ଏଫଆଇଆରରେ ପରିବର୍ତ୍ତନ ହୋଇପାରିବ ।

AMIT SAHA

୧୦ ଲକ୍ଷ ଟଙ୍କା ଉପରକୁ ଠକେଇରେ ଫସିଥିଲେ ଆପଣଙ୍କ ଅଭିଯୋଗ ସିଧାସଳଖ ଏଫଆଇଆରରେ ପରିବର୍ତ୍ତିତ ହୋଇଯିବ । ସୋମବାର ଏହି ସୁବିଧା ଆରମ୍ଭ କରିବା ସହ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହି ଇ-ଏଫଆଇଆର ବ୍ୟବସ୍ଥା କୌଣସି ଆପରାଧିକ ମାମଲାର ତଦନ୍ତ ଗତିକୁ ବଢ଼ାଇବ । ମୋଦୀ ସରକାର ଦେଶକୁ ସାଇବର ସୁରକ୍ଷିତ ଦେଶ ଭାବେ ପରିଗଣିତ କରିବାକୁ ଯୋଜନା କରିଛନ୍ତି । ଖୁବଶୀଘ୍ର ଇ-ଏଫଆଇଆର ପ୍ରଣାଳୀ ସାରା ଦେଶରେ ଲାଗୁ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+