କଟକ ମେୟର ସୁବାସ ସିଂଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

କଟକ: କଟକ ମେୟର ସୁବାସ ସିଂଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ । ଏପରି ଅଭିଯୋଗ ନିଜେ କଟକ ମେୟର ଆଣିଛନ୍ତି, ଏନେଇ ସେ ସାଇବର କ୍ରାଇମ୍ ଥାନାର ସହାୟତା ଲୋଡିଛନ୍ତି । ସେ ଏକ ଭିଡିଓ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ଗତକାଲି ରାତିରେ ତାଙ୍କ ଆକାଉଣ୍ଟ ହ୍ୟାକ୍ କରାଯାଇଛି । ତେବେ ହ୍ୟାକର୍ ତାଙ୍କ ଆକାଉଣ୍ଟରୁ ବାରମ୍ବାର ଅଶ୍ଳୀଳ ଭିଡିଓ ପୋଷ୍ଟ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି ।

Subhash Chandra Singh

ଏକ ଭିଡିଓ ବାର୍ତ୍ତା ଜାରି କରି ସୁବାସ ସିଂ କହିଛନ୍ତି, ମୋର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି, ବ୍ଲକ୍ କରି ଦିଅନ୍ତୁ । ସେ ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସୁବାସ ସିଂଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହୋଇଛି । ତେବେ କିଏ ତାଙ୍କ ଆକାଉଣ୍ଟ ହ୍ୟାକ୍ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ଖୁବ୍ ଶୀଘ୍ର ପୋଲିସ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଆଶା ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+