ଶ୍ରୀମନ୍ଦିରରେ ଭିଡ଼, ବ୍ୟାରିକେଡ୍ ଠେଲି ଭିତରକୁ ପଶିଲେ ଶ୍ରଦ୍ଧାଳୁ
ପୁରୀରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଆଜି ଉତ୍ତେଜନା ଦେଖାଦେଇଛି। ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍କୁ ଜୋର୍ରେ ଠେଲି ଭିତରକୁ ପଶି ଯାଇଥିଲେ।

ଏହି ଠେଲାପେଲା ସମୟରେ, ଦୁଇ ଜଣ ମହିଳା ଭକ୍ତ ତଳେ ପଡ଼ିଯାଇଥିଲେ। ବହୁ ସଂଖ୍ୟକ ଭକ୍ତ ଏକାସାଙ୍ଗରେ ବ୍ୟାରିକେଡ୍ ଠେଲି ମନ୍ଦିର ଭିତରକୁ ପ୍ରବେଶ କରିବାରୁ ଏହି ସ୍ଥିତି ଉପୁଜିଥିଲା।












Click it and Unblock the Notifications