Get Updates
Get notified of breaking news, exclusive insights, and must-see stories!

ପୁଣି କରୋନା କଲା ନୂଆ ରେକର୍ଡ: ଗୋଟିଏ ଦିନରେ ୩୦୬ ଚିହ୍ନଟ,୭ହଜାର ଟପିଲା ସଂକ୍ରମଣ ସଂଖ୍ୟା

ରେକର୍ଡ ଭାଂଗୁଛି କରୋନା । ୨୪ ଘଂଟାରେ ୩୦୬ଟି ନୂଆ ମାମଲା ଚିହ୍ନଟ ହୋଇଛି ।ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୭୧୨୧ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ଆଜି ସୁଦ୍ଧା ୭୧୨୧ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଗତ ୨୪ ଘଣ୍ଟାରେ ୩୦୬ଟି ନୂଆ ମାମଲା ଚିହ୍ନଟ ହୋଇଛି । ଆଜି ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଚିହ୍ନଟ ହୋଇଛନ୍ତି । କେରଳରେ ୨୨୨୩ କୋଭିଡ ପଜିଟିଭ ଆକ୍ରାନ୍ତ ରହିଛନ୍ତି ।

d-19 claims 6 lives in last 24 hours a

ସେହିପରି ଗୁଜରାଟରେ ୧୨୨୩, ଦିଲ୍ଲୀରେ ୭୫୭, ମହାରାଷ୍ଟ୍ରରେ ୬୧୫, ତାମିଲନାଡ଼ୁରେ ୨୦୪, ପଶ୍ଚିମବଙ୍ଗରେ ୭୪୭, ଛତିଶଗଡ଼ରେ ୪୪ ଏବଂ ଆନ୍ଧ୍ରପ୍ରଦେଶରେ ୭୨, ରାଜସ୍ଥାନ ୧୩୮, କର୍ଣ୍ଣାଟକରେ ୪୫୯, ଉତ୍ତରପ୍ରଦେଶରେ ୨୨୯ ଆକ୍ରାନ୍ତ ରହିଛନ୍ତି । କେରଳରେ ତିନୋଟି ମୃତ୍ୟୁ ରେକର୍ଡ ହୋଇଛି, ମହାରାଷ୍ଟ୍ର (୧) ଏବଂ କର୍ଣ୍ଣାଟକ (୨) ହିଁ ଅବଶିଷ୍ଟ ମୃତ୍ୟୁ ରିପୋର୍ଟ କରିଥିବା ଏକମାତ୍ର ରାଜ୍ୟ। ଅରୁଣାଚଳ ପ୍ରଦେଶ, ମିଜୋରାମରେ ଏ ପର୍ଯ୍ୟନ୍ତ କୌଣସି ମାମଲା ଚିହ୍ନଟ ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+