Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀରେ ଦୁଇ ଟପିଲା ଆର୍‌-ଭାଲ୍ୟୁ, ଦୁଇ ଜଣଙ୍କୁ ସଂକ୍ରମିତ କରୁଛି ଜଣେ ଆକ୍ରାନ୍ତ

ଦିଲ୍ଲୀରେ କରୋନା ସଂକ୍ରମଣ ବଢିବା ସହ ବଢୁଛି ଆର ଭାଲ୍ୟୁ । ଚଳିତ ସପ୍ତାହରେ ଦିଲ୍ଲୀରେ ଆର ଭାଲ୍ୟୁ 2.1 ରହିଛି । ଏହାର ଅର୍ଥ ଦିଲ୍ଲୀରେ ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟ 2 ଜଣଙ୍କୁ ସଂକ୍ରମିତ କରୁଛନ୍ତି ।

ନୂଆଦିଲ୍ଲୀ: ଦେଶରେ ପୁଣି ବଢିବାରେ ଲାଗିଛି ସଂକ୍ରମଣ । ଦିଲ୍ଲୀରେ କରୋନା ସଂକ୍ରମଣ ବଢିବା ସହ ବଢୁଛି ଆର ଭାଲ୍ୟୁ । ଚଳିତ ସପ୍ତାହରେ ଦିଲ୍ଲୀରେ ଆର ଭାଲ୍ୟୁ 2.1 ରହିଛି । ଏହାର ଅର୍ଥ ଦିଲ୍ଲୀରେ ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟ 2 ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଦିଲ୍ଲୀରେ ଗତ 24 ଘଣ୍ଟାରେ 1 ହଜାର 94 ନୂଆ ମାମଲା ସାମ୍ନାକୁ ଆସିଛି ।

coronavirus

ଆଇଆଇଟି-ମାଡ୍ରାସ ଆକଳନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ଆର ଭାଲ୍ୟୁ 1.3 ରହିଥିବା ବେଳେ ଦିଲ୍ଲୀରେ ଏହା 2 ଉପରେ ରହିଛି । ଯାହାକି ଚିନ୍ତାର କାରଣ ହୋଇଛି ।

ସୂଚନାଯୋଗ୍ୟ କୋଭିଡ୍ ସଂକ୍ରମଣ ହାର ନିର୍ଦ୍ଧାରଣ କରିବା ନିମନ୍ତେ ଆର-ଭାଲ୍ୟୁକୁ ଗୁରୁତ୍ୱ ଦିଆଯାଇଥାଏ । ଜଣେ କୋଭିଡ୍ ଆକ୍ରାନ୍ତ କେତେଜଣଙ୍କୁ ସଂକ୍ରମିତ କରିପାରୁଛନ୍ତି, ତାହା ଆର-ଭାଲ୍ୟୁରୁ ଆକଳନ କରାଯାଇଥାଏ ।

ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ କୋଭିଡ୍ ପରୀକ୍ଷାକୁ ତ୍ୱରାନ୍ୱିତ କରାଯାଉଛି । ସର୍ବସାଧାରଣ ସ୍ଥାନରେ ମାସ୍କ୍ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଖିଲାପକାରୀଙ୍କୁ 500 ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ନିୟମ ଲାଗୁ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+