For Quick Alerts
Turn On Notification  
For Daily Alerts
Oneindia App Download

Coronavirus Live: ଦୁଇ ହଜାର ପରେ ରହିଛି କରୋନା ଦୈନିକ ସଂକ୍ରମଣ ମାମଲା

ଦେଶରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ବଢିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ପ୍ରତିଦିନ ବହୁ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସୁଛି । ଏଥିସହିତ କରୋନାଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି ।

|

କରୋନା ଭାଇରସ ମହାମାରୀ ସମ୍ପର୍କିତ ଖବରର ଲାଇଭ୍ ଅପଡେଟକୁ ସ୍ୱାଗତ । ୱାନଇଣ୍ଡିଆ ଓଡିଆରେ ପାଇବେ କୋଭିଡ 19 ତଥା କରୋନା ଟିକାକରଣ ସମ୍ପର୍କିତ ସମସ୍ତ ଅପଡେଟ୍ ।

ଦେଶରେ କରୋନା ଭାଇରସର ଦାନିକ ସଂକ୍ରମଣରେ ଗତ କିଛି ଦିନ ହେବ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଦୈନିକ ମାମଲା କମିବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଏହାକୁ ଦୃଷ୍ଟିରେ ରଖି କଟକଣା କୋହଳ କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ମାନେ କରୋନା କଟକଣାରେ କୋହଳ କରିଛନ୍ତି । ତେବେ କରୋନା ଭାଇରସ ମହାମାରୀ ସମ୍ପର୍କିତ ଖବର ଜାଣିବା ପାଇଁ ଆମ ସହ ଯୋଡି ହୋଇ ରହୁନ୍ତୁ...

କରୋନା ଭାଇରସ ମହାମାରୀ ସମ୍ପର୍କିତ ସମସ୍ତ ଅପଡେଟ୍ ଏଠାରେ
ଓମିକ୍ରନ ସମ୍ପର୍କିତ ସମସ୍ତ ଅପଡେଟ୍ ଏଠାରେ

 Coronavirus Out Break Live Updates In Odia

Newest First Oldest First
11:19 AM, 25 May

ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 192 କୋଟି 67 ଲକ୍ଷ 44 ହଜାର 769 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 13 ଲକ୍ଷ 27 ହଜାର 544 ଡୋଜ୍ ଟିକା ଦିଆଯାଇଛି ।
11:18 AM, 25 May

ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 507 ରୋଗୀଙ୍କ ମୃତ୍ୟୁ ହୋଇଛି ।
11:18 AM, 25 May

ଦେଶରେ ମୋଟ 14 ହଜାର 971 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 42 ହଜାର 192 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 26 ଲକ୍ଷ 2 ହଜାର 714 ରୋଗୀ ସୁସ୍ଥ ହୋଇଛନ୍ତି ।
11:18 AM, 25 May

ଗତ 24 ଘଣ୍ଟାରେ ମୋଟ 2124 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 17 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 1977 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
1:16 PM, 21 May

ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 192 କୋଟି 12 ଲକ୍ଷ 96 ହଜାର 720 ଡୋଜ୍ ଟିକା ଦିଆଯାଇଛି ।
1:15 PM, 21 May

ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 348 ରୋଗୀଙ୍କ ମୃତ୍ୟୁ ହୋଇଛି ।
1:15 PM, 21 May

ବର୍ତ୍ତମାନ ଦେଶରେ ମୋଟ 14 ହଜାର 996 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 34 ହଜାର 145 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 94 ହଜାର 801 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
1:15 PM, 21 May

ଦେଶରେ ଗତ 24 ଘଣ୍ଟାରେ ମୋଟ 2323 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 25 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 2346 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
12:06 PM, 17 May

ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 191 କୋଟି 48 ଲକ୍ଷ 94 ହଜାର 858 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 10 ଲକ୍ଷ 78 ହଜାର 005 ଡୋଜ୍ ଟିକା ଦିଆଯାଇଛି ।
12:06 PM, 17 May

ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 260 ରୋଗୀଙ୍କ ମୃତ୍ୟୁ ହୋଇଛି ।
12:06 PM, 17 May

ଦେଶରେ ମୋଟ 16 ହଜାର 400 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 25 ହଜାର 370 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 84 ହଜାର 710 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
12:05 PM, 17 May

ସାରା ଦେଶରେ ଗତ 24 ଘଣ୍ଟାରେ ମୋଟ 1569 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 19 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 2467 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
12:05 PM, 17 May

ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲା ତିନି ହଜାର ପାଖାପାଖି ରହୁଥିବା ବେଳେ ଆଜି ଏହା ଦୁଇ ହଜାର ତଳକୁ ଖସି ଆସିଛି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଗତକାଲି ହ୍ରାସ ହୋଇଛି ।
11:15 AM, 16 May

ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 241 ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 191 କୋଟି 37 ଲକ୍ଷ 34 ହଜାର 314 ଡୋଜ୍ ଟିକା ଦିଆଯାଇଛି ।
11:14 AM, 16 May

ଦେଶରେ ମୋଟ 17 ହଜାର 317 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 23 ହଜାର 801 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 82 ହଜାର 243 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
11:14 AM, 16 May

ଗତ 24 ଘଣ୍ଟାରେ ମୋଟ 2202 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 27 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 2550 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
11:14 AM, 16 May

ଦୈନିକ କରୋନା ସଂକ୍ରମଣ ମାମଲା ତିନି ହଜାର ପାଖାପାଖି ରହୁଥିବା ବେଳେ ଆଜି ଏହା 2200 କୁ ଖସି ଆସିଛି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଗତକାଲି ସାମାନ୍ୟ ବୃଦ୍ଧି ହୋଇଛି ।
12:45 PM, 14 May

ଏଯାବତ୍ ମୋଟ 190 କୋଟି 99 ଲକ୍ଷ 44 ହଜାର 803 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 14 ଲକ୍ଷ 03 ହଜାର 220 ଡୋଜ୍ ଟିକା ଦିଆଯାଇଛି ।
12:45 PM, 14 May

ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 201 ରୋଗୀଙ୍କ ମୃତ୍ୟୁ ହୋଇଛି ।
12:44 PM, 14 May

ବର୍ତ୍ତମାନ ଦେଶରେ ମୋଟ 18 ହଜାର 096 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 19 ହଜାର 112 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 25 ଲକ୍ଷ 76 ହଜାର 815 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
12:44 PM, 14 May

ଗତ 24 ଘଣ୍ଟାରେ ମୋଟ 2858 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସାରା ଦେଶରେ ମୋଟ 11 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଗତ 24 ଘଣ୍ଟାରେ ମୋଟ 3355 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
11:45 AM, 12 May

ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 190 କୋଟି 83 ଲକ୍ଷ 96 ହଜାର 788 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 14 ଲକ୍ଷ 85 ହଜାର 292 ଡୋଜ୍ ଟିକା ଦିଆଯାଇଛି ।
11:45 AM, 12 May

ମୋଟ 4 କୋଟି 25 ଲକ୍ଷ 70 ହଜାର 165 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 5 ଲକ୍ଷ 24 ହଜାର 181 ରୋଗୀଙ୍କ ମୃତ୍ୟୁ ହୋଇଛି ।
11:44 AM, 12 May

ବର୍ତ୍ତମାନ ଦେଶରେ ମୋଟ 19 ହଜାର 067 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 13 ହଜାର 413 ରେ ପହଞ୍ଚିଛି ।
11:44 AM, 12 May

Coronavirus Live : ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 2827 ରୋଗୀ
1:40 PM, 4 May

ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ଯେଉଁଦେଶରେ ଲୋକମାନେ କୋଭିଡ ସମୟରେ ମାସ୍କ ବିଶେଷ ଭାବେ ବ୍ୟବହାର କରୁଥିଲେ ସେହି ଦେଶରେ ସଂକ୍ରମଣ ଅପେକ୍ଷାକୃତ କମ୍ ଥିଲା ।
1:40 PM, 4 May

ପୂର୍ବରୁ ଏକ ଧାରଣା ରହିଥିଲା ଯେ, ସାର୍ସ କୋଭିଡ ଭୂତାଣୁ ବିଭିନ୍ନ ବସ୍ତୁର ପୃଷ୍ଠଦେଶରେ ରହି ସଂକ୍ରମଣ ସୃଷ୍ଟି କରୁଥିଲା । ମାତ୍ର ସେହି ଧାରଣା ଏବେ ଭ୍ରାନ୍ତ ପ୍ରମାଣିତ ହୋଇଛି ।
1:40 PM, 4 May

ହାଇଦ୍ରାବାଦସ୍ଥିତ CSIR-CCMB ଓ ଚଣ୍ଡିଗଡ଼ସ୍ଥିତ CSIR-IMTech ପ୍ରତିଷ୍ଠାନର ମିଳିତ ଗବେଷଣାରେ ଏହା ସ୍ପଷ୍ଟ ହୋଇଛି ଯେ, କୋଭିଡ ଭୂତାଣୁ ବାୟୁ ମଣ୍ଡଳରେ ଘୂରିବୁଲିବାର ପ୍ରମାଣ ମିଳିଛି ।
1:05 PM, 2 May

କରୋନାର ସଂଖ୍ୟା କମ୍ ଥିବା ଯାଏଁ ବର୍ତ୍ତମାନର ନିୟମରେ କୌଣସି ପରିବର୍ତ୍ତନ କରାନଯାଉ । ଏବଂ କରୋନା ଟିକା ନେଇନଥିବା ବ୍ୟକ୍ତିଙ୍କ ପାଇଁ କୌଣସି ପ୍ରକାର କଟକଣା ଲାଗୁ କରାନଯାଉ ବୋଲି ବିଚାରପତି ଏଲ୍. ନାଗେଶ୍ୱର ରାଉଙ୍କ ଏବଂ ବିଆର ଗାଭିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି ।
1:04 PM, 2 May

ଟିକା ନନେଇଥିବା ବ୍ୟକ୍ତି ସଂକ୍ରମଣ ବଢିବା ପାଇଁ ଦାୟୀ ନୁହେଁ । ସରକାର କୌଣସି ତଥ୍ୟ ଉପସ୍ଥାପନ କରିନାହାନ୍ତି । ଟିକା ନନେଇଥିବା ବ୍ୟକ୍ତିଙ୍କୁ କଟକଣା ଲଗେଇବା କଥା ନୁହେଁ ।
READ MORE

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Vaccination drive for Coronavirus will start from today. PM Narendra Modi will inaugurate at 10.30 am.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X