Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମେ' ୧ ରୁ ସମସ୍ତଙ୍କୁ ମିଳିବ ଟିକା

କରୋନା ଟିକାକରଣ ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ମେ' ୧ରୁ ୧୮ ବର୍ଷରୁ ଅଧିକ ବୟଷ୍କ ସମସ୍ତଙ୍କୁ ଦିଆଯିବ କରୋନା ଟିକା ।

ନୂଆଦିଲ୍ଲୀ: କରୋନା ଟିକାକରଣ ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ମେ' ୧ରୁ ୧୮ ବର୍ଷରୁ ଅଧିକ ବୟଷ୍କ ସମସ୍ତଙ୍କୁ ଦିଆଯିବ କରୋନା ଟିକା । ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ।

corona vaccination

ଏଣିକି ରାଜ୍ୟମାନେ କିଣିପାରିବେ କରୋନା ଟିକା। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ। ବାକି ୫୦ ପ୍ରତିଶତ ଟିକା ରାଜ୍ୟମାନଙ୍କୁ ଉତ୍ପାଦକ ଦେଇପାରିବେ।

ସେହିପରି ଏଣିକି ଖୋଲା ବଜାରରେ ମିଳିବ ଟିକା। ଟିକା ଉତ୍ପାଦନକାରୀମାନେ ସେମାନଙ୍କ ଉତ୍ପାଦନର ୫୦% କେନ୍ଦ୍ର ସରକାରଙ୍କୁ ଦେବେ, ତାହା ମାଗଣାରେ ଉପଲବ୍ଧ ହେବ। ଆଉ ୫୦ ପ୍ରତିଶତ ରାଜ୍ୟ ସରକାରଙ୍କୁ ଦେବେ, ଏହା ଖୋଲା ବଜାରରେ ମିଳିବ। ମେ ୧ ତାରିଖରୁ ଲାଗୁ ହେବ ଏହି ନୀତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+