ପୁଣି ଫେରିଲା କରୋନା ; ସିଙ୍ଗାପୁର ପରେ ଭାରତରେ ୩୨୪ ନୂଆ ରୋଗୀ ଚିହ୍ନଟ

କିଛି ବର୍ଷର ନିରବତା ପରେ ପୁଣି ଦେଶରେ କୋଭିଡ ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଛି । ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ୩୨୪ ଜଣ ଚିହ୍ନଟ ହୋଇଛନ୍ତି । ଭାରତରେ କୋଭିଡର ନୂଆ ଭାରିଆଣ୍ଟ କେପି-୧ ଓ କେପି-୨ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏହି ୩୨୪ ବ୍ୟକ୍ତି । ଏହି ଭାରିଆଣ୍ଟ ଜେଏନ-୧ ଭାରିଆଣ୍ଟର ଉପ ଭାରିଆଣ୍ଟ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

corona

ଏନେଇ ବିଶେଷଜ୍ଞମାନେ କହିଛନ୍ତି କି ଏହି ଦୁଇ ଭାରିଆଣ୍ଟ ଉଭୟ ଶିଶୁ ଓ ବୟସ୍କମାନଙ୍କ ପାଇଁ ବିପଦ ସୃଷ୍ଟି କରିବ । ହେଲେ ଏହା ଅତ୍ୟାଧିକ ବିପଦ ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାସହ ଏହି ଭାରିଆଣ୍ଟର ସଂକମଣ ତୀବ୍ରତା କମ୍ ବୋଲି ସେମାନେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+