ନିର୍ବାଚନ ବଣ୍ଡ ମାମଲାରେ ଏସବିଆଇ ବିରୋଧରେ ଅବମାନନା ଆବେଦନ, ମାର୍ଚ୍ଚ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି

ବଢ଼ିଲା SBI ଅଡ଼ୁଆ । ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳ ପାଉଥିବା ଚାନ୍ଦା ସମ୍ପର୍କରେ ଆଜି ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମାତ୍ର SBI ଆଜି ସୁଦ୍ଧା କୌଣସି ତଥ୍ୟ ଦାଖଲ କରି ପାରିନି। ଏହା ବିରୋଧରେ ସୁପ୍ରିମକୋର୍ଟରେ ଆଜି SBI ବିରୋଧରେ ଅବମାନନା ମାମଲା ରୁଜୁ ହୋଇଛି। ADR ପକ୍ଷରୁ ହୋଇଥିବା ଆବେଦନ ଆଧାରରେ ଏହି ମାମଲା ରୁଜୁ ହୋଇଛି ।

election bond

ଗତ ମାସରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ। ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନୀ ବଣ୍ଡରେ ଥିବା ବିସ୍ତୃତ ତଥ୍ୟ ଇସିଙ୍କ ନିକଟରେ ଦାଖଲ କରିବାକୁ କହିଥିଲେ। ଏଥିସହ ମାର୍ଚ୍ଚ ୧୩ ସୁଦ୍ଧା ନିଜ ୱେବସାଇଟ୍‌ରେ ଏ ସମ୍ପର୍କୀତ ତଥ୍ୟ ଅପଲୋଡ କରି ତାହାକୁ ସାର୍ବଜନୀନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏତେ କମ୍‌ ସମୟରେ ଏତେ ପରିମାଣର ତଥ୍ୟ ଅପଲୋଡ କରିବା ସମ୍ଭବ ନୁହେଁ ବୋଲି SBI ପକ୍ଷରୁ କୁହାଯାଇ ଜୁନ ୩୦ ଯାଏ ସମୟ ମଗା ଯାଇଥିଲା।

SBI ପକ୍ଷରୁ କୁହାଯାଇଥିଲା, ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଫେବୃଆରୀ ୧୫ ମଧ୍ୟରେ ବିଭିନ୍ନ ରାଜନୀତିକ ଦଳକୁ ଚାନ୍ଦା ଦେବା ପାଇଁ ୨୨,୨୧୭ ନିର୍ବାଚନୀ ବଣ୍ଡ ଜାରି କରାଯାଇଛି। ଏହାର ସମସ୍ତ ତଥ୍ୟ ମୁମ୍ବାଇ ସ୍ଥିତ ମୁଖ୍ୟ ବ୍ରାଞ୍ଚରେ ଜମା କରାଯାଇଥିଲା। ସବୁ ବଣ୍ଡର ଦୁଇଟି ଲେଖାଏ କପି ରହିଛି। ତେଣୁ ବିସ୍ତୃତ ତଥ୍ୟ ପାଇଁ ୪୪,୪୩୪ ସେଟ ଫାଇଲକୁ ଏକାଠି କରିବାକୁ ପଡ଼ିବ।

ଏତେ ସବୁ କାମ କରିବା ପାଇଁ ସୁପ୍ରିମକୋର୍ଟ ଦେଇ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+