ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ

ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । କିଏ ହେବ ବିରୋଧୀ ଦଳ ନେତା, ଏନେଇ ହୋଇପାରେ ଚର୍ଚ୍ଚା ଆଲୋଚନା । ଏହାପରେ ବିରୋଧୀ ଦଳ ନେତାଙ୍କ ନା ଘୋଷଣା କରିପାରେ ଦଳ ।

rahul gandhi

ଦୁଇ ଥର ଦଳର ଦୁର୍ବଳ ପ୍ରଦର୍ଶନ ପରେ ଦଳକୁ ପୁନରୁଦ୍ଧାର କରିବାର ଶ୍ରେୟ ପାଇଥିବା ରାହୁଲ ଗାନ୍ଧୀଙ୍କୁ ଏହି ଦାୟିତ୍ୱ ମିଳିପାରେ । ଚଳିତ ଥର ଲୋକସଭା ନିର୍ବାଚନରେ କଂଗ୍ରେସକୁ ୯୯ଟି ଆସନ ମିଳିଛି ଏବଂ ରାହୁଲ ଗାନ୍ଧୀ ଉଭୟ ୱାୟନାଡ଼ ଓ ରାଏବରେଲୀରୁ ବହୁତ୍ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ମଧ୍ୟ ବିରୋଧୀ ଦଳ ନେତା ଭାବେ ରାହୁଲଙ୍କ ନା ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+