ଆମେଠୀ ଆସନ ଲାଗି ଆଜି କଂଗ୍ରେସ କରିପାରେ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଆମେଠି କଂଗ୍ରେସ କାର୍ଯ୍ୟାଳୟରେ ନାମାଙ୍କନ ପତ୍ରର ପ୍ରସ୍ତୁତି ଆରମ୍ଭ ହୋଇଛି । ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ଫଟୋ ସହିତ ନୂଆ ହୋର୍ଡିଂ ଏଠାକୁ ଅଣାଯାଇଛି । ଯଦିଓ କଂଗ୍ରେସ ଏଯାଏଁ ଆମେଠୀ ଏବଂ ରାଏବରେଲି ଆସନ ଲାଗି ନିଜର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି, କିନ୍ତୁ ଆସନ୍ତାକାଲି ହେବାକୁ ଥିବା ନାମାଙ୍କନ ପ୍ରସ୍ତୁତିକୁ ନେଇ କଂଗ୍ରେସ ଦଳର କର୍ମୀମାନେ ବହୁତ ଉତ୍ସାହିତ ଅଛନ୍ତି ।

congress campaign

ପାର୍ଟି ଅଫିସ୍ ସମ୍ମୁଖରେ ହାତ ବଦଳାଇବ ହାଲାତ୍ ର ହୋର୍ଡିଂ ଲାଗିଛି । ଗତକାଲି (ଏପ୍ରିଲ ୩) ରେ ଆମେଠୀରେ ନାମାଙ୍କନ ପ୍ରକ୍ରିୟା ପାଇଁ କଂଗ୍ରେସ ୧୫୧ ଟି ଯାନ ପାଇଁ ଅନୁମତି ମାଗିଥିଲା । ଏହି ଶୋଭାଯାତ୍ରା କରିବାକୁ କଂଗ୍ରେସକୁ ପ୍ରଶାସନ ଅନୁମତି ଦେଇଛନ୍ତି । କଂଗ୍ରେସର ଏହି ଶୋଭାଯାତ୍ରାରେ ୧୦୦ ଦୁଇ ଚକିଆ ଯାନ, ୨୫ ତିନୋଟି ଚକିଆ ଯାନ, ୨୫ ଚାରି ଚକିଆ ଯାନ ଏବଂ ୧ ମେଟାଡୋର ସାମିଲ ହେବ । ଆଉ ଆଶା କରାଯାଉଛି ଏହି ଆସନରେ ଆଜି କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+