ନ୍ୟାସନାଲ ହେରାଲ୍ଡ ମାମଲାରେ ଅଶ୍ୱିନୀଙ୍କ ପ୍ରତିକ୍ରିୟା, କହିଲେ.....
ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ତଳସ୍ତରର ରାଜନୀତି କରୁଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଭିଯୋଗ କରିଛନ୍ତି ।

ଋଷିକେଶଠାରେ ଗଣମାଧ୍ୟମ ନିକଟରେ କଂଗ୍ରେସ ନେତା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଦାଲତରେ ଅଭିଯୋଗ ପତ୍ର ଦାଖଲ ପରେ କଂଗ୍ରେସ ପକ୍ଷରୁ କରାଯାଉଥିବା ପ୍ରତିବାଦ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ; ବରଂ ସମ୍ପୂର୍ଣ୍ଣରୂପେ ଏକ ଦୁର୍ନୀତି ମାମଲା ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।












Click it and Unblock the Notifications