କଂଗ୍ରେସ ସାଂସଦଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା, ରାଜନୈତିକ ମହଲରେ ଜୋର୍ ଧରିଲା ଚର୍ଚ୍ଚା

ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରୁ । କରୋନା ସମୟରେ ଭାରତ ମିତ୍ର ଦେଶ ସାଜି ରାଷ୍ଟ୍ରମାନଙ୍କ ଟିକା ଦେବାକୁ ଏକ ପ୍ରଶଂସନୀୟ ଯୋଗଦାନ ଥିଲା ବୋଲି ଥରୁର କହିବ ସହ ମୋଦୀ ସରକାରଙ୍କ ବିଦେଶ ନୀତିକୁ ଖୁବ ପ୍ରଶଂସା କରିଛନ୍ତି । ଦ ୱିକ ପୁସ୍ତକରେ ଶଶିଙ୍କ ଲେଖା ଏବେ ଚର୍ଚ୍ଚା ସାଉଁଟିଛି ।

shashi tharur

ନିକଟରେ ଏଭଳି କିଛି ଘଟଣା ଘଟିଛି ଯାହା ବିଜେପି ଓ ମୋଦୀଙ୍କ ପ୍ରତି ଥରୁର ଢ଼ଳୁଥିବା ଖବରରେ ରହିଛି । ଏପରିକି ବିଜେପି ନେତାଙ୍କ ସହ ବିମାନରେ ସେଲଫି ହେଉ କିମ୍ବା ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କ ସହ ଆଲୋଚନା । ଲଗାତାର ଥରୁରଙ୍କ ପ୍ରଶଂସା କଂଗ୍ରେସ ଶିବିରକୁ ଯେତିକି ହଲଚଲ କରିଛି ସେତିକି ବିଜେପି ଶିବିରରେ ଚର୍ଚ୍ଚା ପ୍ରସଙ୍ଗ ପାଲଟିଛି ।

ଥରୁରଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା
-କୋଭିଡ୍ ସମୟରେ ମୋଦୀ ସରକାରଙ୍କ ବିଦେଶ ନୀତି ପ୍ରଶଂସନୀୟ
-ମହାମାରୀ ସମୟରେ ବିଦେଶ ନୀତି ବିଶ୍ବ ପାଇଁ ପ୍ରେରଣଦାୟକ
- ବୈଶ୍ବିକ ଆହ୍ବାନକୁ ଭାରତ ମୁକାବିଲା କରିବାକୁ ସକ୍ଷମ
-ଭ୍ୟାକ୍ସିନ କୂଟନୀତି ବିଶ୍ବ ପାଇଁ ଆଶାର କିରଣ ସୃଷ୍ଟି କରିଥିଲା
-ଗ୍ଲୋବାଲ ଲିଡର ଭାବେ ଭାରତ ନିଜ ଭାବମୂର୍ତ୍ତିକୁ ଅଧିକ ମଜଭୁତ କରିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+