ଥିରୁଅନନ୍ତପୁରମ ଆସନରୁ ଶଶି ଥରୁରଙ୍କ ବିଜୟ, ଚତୁର୍ଥ ଥର ପାଇଁ ହେଲେ ସାଂସଦ
Congress MP Shashi Tharoor: କେରଳ ଥିରୁଅନନ୍ତପୁରମ ଆସନରେ ପୁଣି ବାଜି ମାରିଛନ୍ତି ଶଶି ଥରୁର । ସେ ଚତୁର୍ଥ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ପରାଜିତ କରି ସେ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ସେ ସମାନ ଆସନରୁ ତିନି ଥର ବିଜୟୀ ହୋଇଥିଲେ । ହେଲେ ଏଥର ଏହି ଆସନରେ କଡ଼ା ମୁକାବିଲା ହୋଇଥିଲା ଶେଷରେ ଥିରୁଅନନ୍ତପୁରମ ଆସନରୁ ବିଜୟ ଲାଭ କରିଛନ୍ତି ଶଶି ଥରୁର ।













Click it and Unblock the Notifications