କଂଗ୍ରେସକୁ ଲାଗିଲା ଝଟକା, ରାଜନୀତିରୁ ସନ୍ୟାସ ନେଲେ ବିରପ୍ପା ମୋଇଲି

ବେଙ୍ଗାଲୁରୁ : ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ବେସ୍ ସରଗରମ । ଆଉ ଏଭଳି ମାହୋଲ ଭିତରେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି । କର୍ଣାଟକର ଚିକ୍କୱଲାପୁର ଲୋକ ସଭା ଆସନରୁ ଟିକେଟ ଆଶାୟୀ ଥିବା ମୋଇଲି ଶେଷରେ ନିରାଶ ହେବା ପରେ ଏପରି ନିଷ୍ପତ୍ତି ନେଇଥିବା ଏବେ କୁହାଯାଉଛି ।

Veerappa Moily

ଚିକ୍କୱଲାପୁର ଆସନ ପାଇଁ ଟିକେଟ ରେସରେ ଥିଲେ ଭେଟରାନ ନେତା ବିରପ୍ପା ମୋଇଲି । ମାତ୍ର କଂଗ୍ରେସ ଦଳ ତାଙ୍କୁ ନିରାଶ କରି ରକ୍ଷା ରମେୟାଙ୍କୁ ଟିକେଟ ଦେଇଥିଲା । ଏଥିପାଇଁ ସେ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି । ମାତ୍ର ଜଣେ ସାଧାରଣ କଂଗ୍ରେସ କର୍ମୀ ହିସାବରେ ରମେୟାଙ୍କ ନିମନ୍ତେ ପ୍ରଚାର କରିବେ ବୋଲି ସେ ଘୋଷଣା କରିଛନ୍ତି । ବିରପ୍ପା ମୋଇଲି ୧୯୯୨ ମସିହା ନଭେମ୍ବରରୁ ୧୯୯୪ ମସିହା ଡିସେମ୍ବର ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାବାଦ ୟୁପିଏ ସରକାରରେ ସେ ପେଟ୍ରୋଲିୟମ ମନ୍ତ୍ରୀ ମଧ୍ୟ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+