ଡି.କେ.ଶିବକୁମାର କ୍ଷମା ମାଗନ୍ତୁ, ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ.ଶିବକୁମାରଙ୍କ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାଲଘୁ ଗୋଷ୍ଠୀକୁ ସଂରକ୍ଷଣ ଦେବାଲାଗି ସମ୍ବିଧାନ ପରିବର୍ତ୍ତନ ନେଇ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ବିଜେପି' କଂଗ୍ରେସକୁ କଡା ସମାଲୋଚନା କରିଛି । ଆଜି ସଂସଦ ବାହାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କଂଗ୍ରେସକୁ କ୍ଷମା ମାଗିବା ଲାଗି ଦାବି କରିଛନ୍ତି ।

DK Shivakumar

ସେ କହିଛନ୍ତି ଏଭଳି ମନ୍ତବ୍ୟ ସମ୍ବିଧାନର ଗାରିମା ନଷ୍ଟ କରୁଥିବାରୁ ଡିକେ ଶିବକୁମାର ମଧ୍ୟ କ୍ଷମା ମାଗିବା ଉଚିତ୍ । ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ବାରମ୍ବାର ସମ୍ବିଧାନ ଏବଂ ଡକ୍ଟର ବି.ଆର୍. ଆମ୍ବେଦକରଙ୍କୁ ଅପମାନିତ କରିଆସୁଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+