କଂଗ୍ରେସକୁ ଝଟକା, ଅଚଳ ହେଲା ବ୍ୟାଙ୍କ୍ ଆକାଉଣ୍ଟ

କଂଗ୍ରେସକୁ ଝଟକା । ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସପ୍ତାହେ ପୂର୍ବରୁ ଆମ ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି। ଆୟକର ବିଭାଗ ୟୁଥ୍ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେବା ସହ ଆମ ଉପରେ ୨୧୦ କୋଟି ଟଙ୍କା ଟ୍ୟାକ୍ସ ପକାଇଛି। ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।

congress

ଦଳର କୋଷାଧ୍ୟକ୍ଷ ଅଜୟ ମାକେନ ଏକ ସାମ୍ବାଦିକ ସମ୍ମିଳନୀରେ ଇନକମ ଟ୍ୟାକ୍ସର ଏପରି ପଦକ୍ଷେପ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଚିନ୍ତାରେ ପକାଇଦେବା ଭଳି କହିଛନ୍ତି। ନିର୍ବାଚନ ପ୍ରସ୍ତୁତିରେ ବାଧା ଦେବା ପାଇଁ ଏପରି କରାଯାଇଥିବା କହିଛନ୍ତି ମାକେନ। ସେ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରରେ ଏହିପରି ଘଟିବା ଆଦୌ ଉଚିତ ନୁହେଁ, ଯେଉଁଠାରେ କେବଳ ଗୋଟିଏ ଦଳର ମନମାନି ଚାଲିଛି, ମୁଖ୍ୟ ବିରୋଧୀ ଦଳକୁ ଏହି ଉପାୟରେ ଶିକାର କରାଯାଇଛି।

ଆମେ ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ଲୋକଙ୍କଠାରୁ ନ୍ୟାୟ ଚାହୁଁଛୁ। ଆମେ ଆୟକର ଆବେଦନ ଟ୍ରିବ୍ୟୁନାଲରେ ଏକ ପିଟିସନ ଦାଖଲ କରିଛୁ, ସେଠାରେ ଶୁଣାଣି ଚାଲିଛି... ଶୁଣାଣି ପୂର୍ବରୁ ପ୍ରକାଶ କରିବା ଉଚିତ ନୁହେଁ।

ଗତକାଲି ଆମେ ଜାଣିବାକୁ ପାଇଲୁ ଯେ, ଆମ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି। ଆମ ଓକିଲ ବିବେକ ତନଖାଙ୍କ କହିବା ଅନୁସାରେ, ମୋଟ ୪ଟି ଆକାଉଣ୍ଟ ଅଚଳ ହୋଇଯାଇଛି। ଇନକମ୍ ଟ୍ୟାକ୍ସରେ ଟଙ୍କା ଡିପୋଜିଟ୍ ନ କରିବା ପର୍ଯ୍ୟନ୍ତ କୌଣସି ଚେକ୍ ଗ୍ରହଣ ନକରିବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମାକେନ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+