ଲୋକସଭା ନିର୍ବାଚନ ପାଇଁ ନାଗପୁରରୁ ବିଗୁଲ ବଜାଇବ କଂଗ୍ରେସ !
ଦିଲ୍ଲୀ:ନିକଟରେ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ତେଲେଙ୍ଗାନା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ କଂଗ୍ରେସ ଦଳ ନିରାଶାର ସମ୍ମୁଖୀନ ହୋଇଛି । ମଧ୍ୟପ୍ରଦେଶରେ ବିଜେପି କ୍ଷମତା ବଜାୟ ରଖିଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡକୁ ମଧ୍ୟ କଂଗ୍ରେସ ହାତରୁ ଛଡ଼ାଇ ନେଇଛି ।
ବର୍ତ୍ତମାନ ଏହି ଅବସାଦରୁ ମୁକ୍ତି ପାଇବା ପରେ କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ୨୮ ଡିସେମ୍ବରରେ କରିବ ତାର ଶଙ୍ଖ ନାଦ । ଡିସେମ୍ବର ୨୮ ତାରିଖରେ ନାଗପୁରରେ କଂଗ୍ରେସ ତାହାର ୧୩୯ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ଦଳ ନାଗପୁରରେ ଏକ ବଡ ରାଲିର ଆୟୋଜନ କରିବ ଯେଉଁଥିରେ ଦଳର ସମସ୍ତ ବରିଷ୍ଠ ନେତାମାନେ ଯୋଗ ଦେବେ ।

କୁହାଯାଉଛି ଯେ ଏହି ରାଲି ମାଧ୍ୟମରେ କଂଗ୍ରେସ ଲୋକସଭା ନିର୍ବାଚନ -୨୦୨୪ ପାଇଁ ବିଗୁଲ ବଜାଇବ । କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ କହିଛନ୍ତି ଯେ ଫାଉଣ୍ଡେସନ ଡେ'ରେ ଆୟୋଜିତ ହେବାକୁ ଥିବା ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଅଂଶଗ୍ରହଣ କରିବେ ।
ଏଥିରେ ୧୦ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ । ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ 'ଫଉଲ ଆକ୍ଟିଭ ହୋଇଛି । ମୁମ୍ଭାଇ ବଦଳରେ ନାଗପୁରରେ ହେବ ଦଳର ସ୍ଥାପନା ଦିବ ସ । କଂଗ୍ରେସର ଏହି ସ୍ଥପନା ଦିବସକୁ ନେଇ ରାଜନୈତିକ ବିଶେଷଜ୍ଞ କହିଛନ୍ତି ନାଗପୁରରେ ଆରଏସଏସର ମୁଖ୍ୟାଳୟ ଅଛି । ଦଳ ଏଠାରେ ସ୍ଥପନା ଦିବସ କରି ଏହା ମାଧ୍ୟମରେ ଏକ ବଡ଼ ବାର୍ତ୍ତା ଦେବାକୁ ଚାହୁଁଛି । ଯେଉଁଥି ପାଇଁ ଏହି ସ୍ଥାନକୁ ବାଛିଛି । ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications