କଂଗ୍ରେସ ପ୍ରକାଶ କଲା ଆଉ ଏକ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଦଳ କାହାକୁ କେଉଁଠୁ କରିଛି ପ୍ରାର୍ଥୀ

ଲୋକସଭା ନିର୍ବାଚନ ୨୦୨୪: ଲୋକସଭା ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ମଙ୍ଗଳବାର (ଏପ୍ରିଲ ୯) ରେ କଂଗ୍ରେସ ୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଦଳ ଆନ୍ଧ୍ରପ୍ରଦେଶର ୬ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

congress

ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଲୋକସଭା ଆସନରୁ ପୁଲୁସୁ ସତ୍ୟନାରାୟଣ ରେଡ୍ଡୀ, ଆନାକାପାଲରୁ ଭେଗି ଭେଙ୍କଟେଶ, ଏଲୁରୁ ଲାଭାନିଆ କୁମାରୀ, ନରେସରୋପେଟରୁ ଆଲେକ୍ସଜାଣ୍ଡାର୍ ସୁଧାକର, ନେଲୋରରୁ କପୁଲା ରାଜୁ ଏବଂ ତିରୁପତିରୁ ଚିନ୍ତା ମୋହନଙ୍କୁ ଟିକେଟ େଇଛି ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+