ଆସନ୍ତା ସୋମବାର ଦୀପାବଳି ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି
ଆସନ୍ତା ସୋମବାର ଦୀପାବଳି ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା। ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା କରାଯାଇଛି।

ପୂର୍ବରୁ ଗଣଶିକ୍ଷା ବିଭାଗ ସୋମବାର ସ୍କୁଲ୍ ଛୁଟି ନେଇ ଘୋଷଣା କରିଥିଲା।












Click it and Unblock the Notifications