କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା, ଗାମୁଛାକୁ ଭିଡ଼ି ମାରିଲେ ଯୁବକ

ରାଜସ୍ଥାନ ଜୟପୁରରେ ଏକ ପ୍ରତିବାଦ ସମୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଜଣେ ଯୁବକ ଚାପୁଡ଼ା ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜୟପୁରରେ ଚାଲିଥିବା ପ୍ରତିବାଦ ସମୟରେ ଏହି ଘଟଣା ଘଟିଥିଲା ।

Cockroach Janata Party f

ଖବର ମୁତାବକ, ସୋମବାର ଦିନ ଜୟପୁରର ସହିଦ ସ୍ମାରକୀରେ କୋକରୋଚ ଜନତା ପାର୍ଟିର କର୍ମୀମାନେ ପ୍ରତିବାଦ କରୁଥିଲେ । ଏହି ସମୟରେ ଦଳର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ସଭାସ୍ଥଳରେ ପହଞ୍ଚିଲେ । ସେ ପ୍ରବେଶ କରିବା ମାତ୍ରେ ଜଣେ ଯୁବକ ଅଭିଜିତଙ୍କ ବେକରେ ଥିବା ଗାମୁଛାକୁ ଭିଡ଼ି ଚାପୁଡ଼ା ମାରି ପଳାଇଗଲେ। ଏହି ସମୟରେ ସିଜେଆଇ ସମର୍ଥକମାନେ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ଧରି ପାରିନଥିଲେ ।

ଏହି ଘଟଣା ପରେ କର୍ମୀଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଥିଲା । ଅଭିଜିତ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ । ପୋଲିସ ଏବେ ଅଭିଯୁକ୍ତ ଯୁବକଙ୍କୁ ଖୋଜୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+