Get Updates
Get notified of breaking news, exclusive insights, and must-see stories!

ବଢିଲା CNG ଦର, ଚିନ୍ତାରେ ଗ୍ରାହକ

ପୁଣି ବଢିଲା ସିଏନଜି ଦର । ଗତବର୍ଷ ଅକ୍ଟୋବର ମାସରୁ ଲଗାତାର ଭାବେ ବଢିଚାଲିଛି ସିଏନଜି ଦର।

ନୂଆଦିଲ୍ଲୀ: ପୁଣି ବଢିଲା ସିଏନଜି ଦର । ଗତବର୍ଷ ଅକ୍ଟୋବର ମାସରୁ ଲଗାତାର ଭାବେ ବଢିଚାଲିଛି ସିଏନଜି ଦର। ବର୍ତ୍ତମାନ ତୈଳ ଦର ଦାଉ ସାଧିଥିବା ବେଳେ ଅନ୍ୟପଟେ ଗ୍ୟାସ ଦର ଖାଉଟିଙ୍କ ଚିନ୍ତା ବଢାଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ ସିଏନଜିନ ମୂଲ୍ୟ ବୃଦ୍ଧି କରିଛି । ବର୍ଦ୍ଧିତ ଦର ରବିବାର ସକାଳ 6 ଟାରୁ ଲାଗୁ ହୋଇଛି । ଦିଲ୍ଲୀ-ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଦର ଏକ କେଜି ପିଛା 2 ଟଙ୍କା ବୃଦ୍ଧି ପାଇଛି ।

CNG

ବର୍ତ୍ତମାନ ଦିଲ୍ଲୀରେ ସିଏନଜିର ଦର ବୃଦ୍ଧି ହୋଇ କିଲୋ 73ଟଙ୍କା 61 ପଇସା ହୋଇଛି । ସେହିପରି ନୋଏଡାରେ 76 ଟଙ୍କା 17 ପଇସା ଓ ଗୁରୁଗ୍ରାମରେ 81 ଟଙ୍କା 94 ପଇସା ରହିଛି । କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ଅନ୍ୟଭାଗରେ ମଧ୍ୟ ଆଇଜିଏଲ CNGର ମୂଲ୍ୟ ବୃଦ୍ଧି କରିଛି । ରେଓ୍ବାରିରେ ଏକ କେଜି ସିଏନଜିର ମୂଲ୍ୟ 84 ଟଙ୍କା 7 ପଇସା, କରନାଲ ଓ କୈଥାଲରେ 82.27 କାନପୁରରେ 85. 40 ହମିରପୁର ଓଫତେପୁର, ଆଜମିର, ପାଲି ଓ ରାଜସମାଣ୍ଡରେ 83.88 ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+