Get Updates
Get notified of breaking news, exclusive insights, and must-see stories!

କୁମ୍ଭ ମେଳା ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଳି ପ୍ରୟାଗରାଜଠାରେ ହେବାକୁ ଥିବା ୨୦୨୫ ମହାକୁମ୍ଭ ପାଇଁ ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଲୋଗୋ ଧାର୍ମିକ ଓ ଅର୍ଥନୈତିକ ସମୃଦ୍ଧିର ପ୍ରତୀକ ହୋଇଥିବା ବେଳେ ପୌରାଣିକ ସମୁଦ୍ର ମନ୍ଥନର ପବିତ୍ର ପାତ୍ର ଅମୃତ କଳଶର ଚିତ୍ର ରହିଛି। ସନାତନ ସଭ୍ୟତାରେ ପ୍ରକୃତି ଓ ମାନବିକତାର ସଂଗମକୁ ପ୍ରତିନିଧିତ୍ୱ କରୁଥିବା ଏକ ମନ୍ଦିର,

CM Yogi

ଜଣେ ସାଧୁ, କଳଶ, ଅକ୍ଷୟବଟ ବୃକ୍ଷ ଏବଂ ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତି ଏହି ଲୋଗୋରେ ରହିଛି । ଏହା ମଧ୍ୟ ଆତ୍ମସଚେତନତା ଏବଂ ଜନକଲ୍ୟାଣର ନିରନ୍ତର ପ୍ରବାହକୁ ପ୍ରତିଫଳିତ କରୁଛି, ଯାହା ୨୦୨୫ ମହାକୁମ୍ଭ ପାଇଁ ପ୍ରେରଣାଦାୟକ ପ୍ରତୀକ ହେବ ୟୁନେସ୍କୋ ଦ୍ଵାରା ସ୍ୱୀକୃତିପ୍ରାପ୍ତ କୁମ୍ଭ ମେଳାକୁ 'ମାନବିକତାର ଅମୂର୍ଭ ସାଂସ୍କୃତିକ ଐତିହ୍ୟ' ଭାବେ ମାନ୍ୟତା ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+