Get Updates
Get notified of breaking news, exclusive insights, and must-see stories!

ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା 'ଦ ସାବରମତି ରିପୋର୍ଟ'

The Sabarmati Report: ଉତ୍ତରପ୍ରଦେଶରେ 'ଦ ସାବରମତି ରିପୋର୍ଟ' ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ମନ୍ତ୍ରୀମଣ୍ତଳ ସହ ଲକ୍ଷ୍ନୌର ପ୍ଲାସିଓ ମଲ୍ ରେ 'ସାବରମତି ରିପୋର୍ଟ' ଦେଖିଲେ । ଫିଲ୍ମ ଦେଖିବା ପରେ ସିଏମ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଇଛନ୍ତି । ଏଥିସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଫିଲ୍ମର ଅଭିନେତା ବିକ୍ରାନ୍ତ ମେସି ଏବଂ ଅଭିନେତ୍ରୀ ରାଶି ଖନ୍ନାଙ୍କୁ ମଧ୍ୟ ଭେଟିଥିଲେ ।

CM Yogi

ସାବରମତି ରିପୋର୍ଟ' ଚଳଚ୍ଚିତ୍ର ଦେଖିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ମୁଁ "ସାବରମତି ରିପୋର୍ଟ" ର ପୁରା ଟିମକୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏହି ସତ୍ୟ ପ୍ରତି ନିଜର ଦାୟିତ୍ ତୁଲାଇଥିବା ବେଳେ ପ୍ରକୃତ ସତ୍ୟକୁ ଲୋକମାନଙ୍କ ନିକଟରେ ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଫିଲ୍ମ "ସାବରମତି ରିପୋର୍ଟ" ଦେଖିବା ଉଚିତ ଏବଂ ସତ୍ୟର ଘଟଣା ବିଷୟରେ ଜାଣିବା ଉଚିତ୍ । ରାଜନୈତିକ ଲାଭ ପାଇଁ ଦେଶ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ସେହି ଚେହେରାକୁ ଜାଣିବା ଉଚିତ୍ । ଏହି ସମୟରେ ସେ ଫିଲ୍ମକୁ ଉତ୍ତରପ୍ରଦେଶରେ ବ୍ୟାନ୍ କରିବାର ନିଷ୍ପତ୍ତି ନେଇଥିଲେ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପୂର୍ବରୁ ଏହି ସିନେମାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅନିକ ଶାହ ପ୍ରଶଂସା କରିଥିଲେ । ଉଭୟ ଏକ ଟ୍ୱିଟ୍ ସେୟାର କରି ଏହି ଚଳଚ୍ଚିତ୍ର ବିଷୟରେ କହିଥିଲେ । ଅନ୍ୟ ପକ୍ଷରେ ଫିଲ୍ମଟି ବକ୍ସଅଫିସରେ କିଛି ଖାସ ଆୟ କରି ପାରୁନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+