Get Updates
Get notified of breaking news, exclusive insights, and must-see stories!

୭ ଦୁଷ୍କର୍ମୀକୁ ମିଳିବ ଫାଶୀ, ଆସିବ ଦୁଷ୍କର୍ମ ବିରୋଧୀ ଆଇନ୍: ମମତା ବାନାର୍ଜୀ

Kolkata News: ଏଣିକି ଦୁଷ୍କର୍ମ ପରି ଅପରାଧ ବିରୋଧରେ ପଶ୍ଚିମବଙ୍ଗ ସରକାର ଆଣିବେ କଠୋର ଆଇନ । ଆସନ୍ତା ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ଲାଗୁ ହେବ ନୂଆ ଆଇନ । ଏହା ଅଧିନରେ ଦୁଷ୍କର୍ମୀକୁ ଅପରାଧର ୭ ଦିନ ଭିତରେ ଫାଶୀ ଦଣ୍ତ ଦେବାର ବ୍ୟବସ୍ଥା କରାଯିବ । ଏନେଇ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । କୋଲକତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ପରେ ଟିଏମସି ସୁପ୍ରିମୋ ଏହି ନିଷ୍ପତ୍ତି ନେଇଛନ୍ତି । ଆଜି ଦଳର ଛାତ୍ର ସଂଗଠନର ପ୍ରତିଷ୍ଠା ଦିବସକୁ ମଧ୍ୟ ମମତା କୋଲକତା ପୀଡ଼ିତାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ।

Mamata Banerjee

ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମମତା ବାନାର୍ଜୀ କହିଛନ୍ତି, ରାଜ୍ୟ ସରକାର ଆସନ୍ତା ସପ୍ତାହ ମଧ୍ୟରେ ଦୁଷ୍କର୍ମୀକୁ ଦଣ୍ତ ଦେବା ପାଇଁ ଏକ ଆଇନ ପ୍ରଣୟନ କରିବେ। ସେହିପରି ବିଜେପିର ବନ୍ଦ ଡାକରାକୁ ମଧ୍ୟ ସମାଲୋଚନା କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ବିଜେପି ନ୍ୟାୟ ଚାହୁଁ ନାହିଁ କେବଳ ବେଙ୍ଗଲକୁ ବଦନାମ କରିବା ପାଇଁ ଚାହୁଁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+