ବିଗିଡ଼ିଲା ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା! ସବୁ କାର୍ଯ୍ୟକ୍ରମ ବାତିଲ
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ହଠାତ୍ ଖରାପ ହୋଇଯାଇଛି। ଏହି କାରଣରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତାଙ୍କୁ ଥଣ୍ଡା, ଫ୍ଲୁ ଏବଂ ଜ୍ୱର ହୋଇଥିବା ସୂଚନା ମିଳିଛି। ପାଗ ପରିବର୍ତ୍ତନ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ବୋଲି କୁହାଯାଉଛି। ଅସୁସ୍ଥତା କାରଣରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ତଥାପି, ଏହା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ।













Click it and Unblock the Notifications