Get Updates
Get notified of breaking news, exclusive insights, and must-see stories!

ରାକ୍ଷବନ୍ଦନ ପୂର୍ବରୁ ସରକାର ଦେଲେ ବଡ଼ ଉପହାର, ମହିଳାଙ୍କୁ ମିଳିବ ଏତିକି ଟଙ୍କା

ଭୋପାଳ: ରାକ୍ଷବନ୍ଦନ ପୂର୍ବରୁ ମଧ୍ୟପ୍ରଦେଶର ମୁଖ୍ରମନ୍ତ୍ରୀ ଡକ୍ଟର ମୋହନ ଯାଦବ ରାଜ୍ୟର ପ୍ରିୟ ଭଉଣୀମାନଙ୍କୁ ଉପହାର ଦେବାକୁ ଯାଉଛନ୍ତି । କ୍ୟାବିନେଟ ବୈଠକରେ ସେ ଏହି ଉପହାର ଘୋଷଣା କରିଛନ୍ତି । ଆସନ୍ତା ଦିନରେ ରାଜ୍ୟରେ ମହିଳାଙ୍କ ଆକାଉଣ୍ଟକୁ ଅତିରିକ୍ତ ୨୫୦ ଟଙ୍କା ପଠାଯିବ ବୋଲି ଡକ୍ଟର ମୋହନ ଯାଦବ ଘୋଷଣା କରିଛନ୍ତି ।

ସୁଚନାନୁସାରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀ ଯାଦବ ମହିଳାଙ୍କ ପାଇଁ 'ଲାଡଲୀ ବହନ ଯୋଜନା' ଅନ୍ତର୍ଗତ କିଛି ଖାସ୍ ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ୧ ତାରିଖକୁ ଆକାଉଣ୍ଟକୁ ଅତିରିକ୍ତ ୨୫୦ ଟଙ୍କା ପ୍ରଦାନ କରାଯିବ ।

mohon yadav

କହିରଖୁଛୁ ଏହି ରାଶି ପୂର୍ବରୁ ପ୍ରଦାନ କରାଯାଉଥିବା ମାସିକ ୧୨୫୦ ଟଙ୍କାରୁ ଭିନ୍ନ ଅଟେ । ରାଜରେ ଭଉଣୀମାନଙ୍କୁ ଏହି ଉପହାର ସହିତ ମୁଖ୍ୟମନ୍ତ୍ରୀ ଜନ ପ୍ରତିନିଧିଙ୍କୁ ନିଜ ଅଞ୍ଚଳରେ ଭଉଣୀଙ୍କ ଠାରୁ ରାକ୍ଷୀ ବାନ୍ଧିବା ପାଇଁ ଆହ୍ୱାନ କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ ପରିବର୍ତ୍ତିତ ପରିସ୍ଥିତି ବିଷୟରେ ଆଲୋଚନା କରି କୃଷକଙ୍କୁ କହିଥିଲେ ଯେ ବର୍ତ୍ତମାନ ସେମାନଙ୍କ ଜମିରୁ ଆୟ ବୃଦ୍ଧି ହେବାକୁ ଯାଉଛି ତେଣୁ ସେମାନେ ନିଜ ଜମି ବିକ୍ରି ନକରନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+