ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ
ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ। ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ।

ସୂଚନା ଅନୁଯାୟୀ, ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମନ୍ଦସୋରକୁ ଯାଇଥିଲେ। ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ହେଲେ ଏକ ବଡ଼ ଦୁର୍ଘଟଣା ଘଟୁ ଘଟୁ ବର୍ତ୍ତି ଯାଇଛି। ଏବେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।












Click it and Unblock the Notifications