ଜିତିଲା ଏନଡିଏ , ଉଛୁଳିଲା ସେନସେକ୍ସ

ମୁମ୍ବାଇ: ସପ୍ତାହର ପ୍ରଥମ ଦିନରେ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତିର ଜବରଦସ୍ତ ବିଜୟ ନିବେଶଙ୍କ ଉତ୍ସାହକୁ ବଢାଇଦେଇଛି । ସୋମବାର ବିଏସଇ ସେନସେକ୍ସ ୯୯୨.୭୪ ପଏଣ୍ଟ ବୃଦ୍ଧି ପାଇ ୮୦,୧୦୯.୮୫ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ମଧ୍ୟ ୩୧୪.୬୫ ପଏଣ୍ଟ ବୃଦ୍ଧି ପାଇ ୨୪,୨୨୧.୯୦ ପଏଣ୍ଟରେ ବନ୍ଦ ହୋଇଛି।

sensex

ଆଜିର ଏହି ବୃଦ୍ଧିରେ ଅଧିକାଂଶ ତାଲିକାଭୁକ୍ତ କଂପାନିର ସେୟାର ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଶୁକ୍ରବାର ମଧ୍ୟ ବଜାର ରେ ଜବରଦସ୍ତ ବୃଦ୍ଧି ଘଟିଥିଲା। ଶୁକ୍ରବାର ବିଏସ୍ଇ ସେନ୍ସେକ୍ସ ୧୯୬୧.୩୨ ପଏଣ୍ଟ ବୃଦ୍ଧି ପାଇ ୭୯,୧୧୭.୧୧ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୫୦ ମଧ୍ୟ ୫୫୭.୩୫ ପଏଣ୍ଟ ବୃଦ୍ଧି ପାଇ ୨୩,୯୦୭.୨୫ ପଏଣ୍ଟରେ ବନ୍ଦ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+