ଫେବ୍ରୁଆରି ୧୭ରୁ ISCE୧୦ମ ବୋର୍ଡ ପରୀକ୍ଷା
ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ପକ୍ଷରୁ କରାଯାଉଥିବା ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ କରାଯାଇଛି। ପରୀକ୍ଷାଗୁଡ଼ିକ ଫେବ୍ରୁଆରି ୧୭, ୨୦୨୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦, ୨୦୨୬ ପର୍ଯ୍ୟନ୍ତ ଚାଲିବ ।

ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୨ ରୁ ଆରମ୍ଭ ହୋଇ ଏପ୍ରିଲ ୬, ୨୦୨୬ ପର୍ଯ୍ୟନ୍ତ ଚାଲିବ।












Click it and Unblock the Notifications