ଆଜି ଅପରାହ୍ନରେ ପ୍ରକାଶ ପାଇବ CISCE ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ:ଆଜି ଅପରାହ୍ନରେ ପ୍ରକାଶ ପାଇବ CISCE ଦଶମ ଓ ଦ୍ୱାଦଶ ପରୀକ୍ଷା । ପରୀକ୍ଷାର୍ଥୀମାନେ ସିଆଇଏସସିଇର ଅଫିସିଆଲ ୱେବସାଇଟ୍ cisce.orgରେ ନିଜ ପରୀକ୍ଷାଫଳ ଚେକ୍ କରିପାରିବେ । ଏହା ବ୍ୟତୀତ ଏସଏମଏସ୍ ଜରିଆରେ ମଧ୍ୟ ଆଇସିଏସଇ ଏବଂ ଆଇଏସସି ପରୀକ୍ଷାର ରେଜଲ୍ଟ ଚେକ୍ କରିପାରିବେ ।

ଆଜି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି CISCE ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ ମାନେ ଦୁଇଟି ୱେବସାଇଟରେ ଲଗ ଇନ୍ କରି ନିଜ ରେଜଲ୍ଟ ଚେକ୍ କରିପାରିବେ ।

exam

ସୂଚନାଥାଉ ଯେ, ଆଇସିଏସଇର 10th ପରୀକ୍ଷା ଫେବ୍ରୁଆରୀ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।ସେହିପରି 12th ପରୀକ୍ଷା ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଜାରିଥିଲା । ଚଳିତ ବର୍ଷ ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ସିଆଇଏସସିଇ ପରୀକ୍ଷା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+